ଟିଟିଲାଗଡକୁ ଜିଲା ମାନ୍ୟତା ଦାବିରେ ରାସ୍ତା ଅବରୋଧ

0

ଟିଟିଲାଗଡ : ଟିଟିଲାଗଡକୁ ଜିଲା ମାନ୍ୟତା ଦାବିରେ ଅନେକ ଦିନ ହେବ ଆନ୍ଦୋଳନ କରାଯାଇଛି। ଏଥିପାଇଁ ଅନେକ ସମୟରେ ଗଣଧାରଣା ସହ ଟିଟିଲାଗଡରେ ବନ୍ଦ ଡାକରା ଦିଆଯାଇଛି। ମଙ୍ଗଳବାର ଦିନ ସଇଁତଳା ଠାରେ ବଲାଙ୍ଗୀର ଜିଲା ଭବାନୀପାଟଣା ଜାତୀୟ ରାଜପଥ-୨୬ ଅବରୋଧ କରାଯାଇଛି। ଚାନ୍ଦୁତରା ଠାରେ ରାୟପୁର ନୂଆପଡାରୁ ଭବାନୀପାଟଣା ରାଜ୍ୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି। ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।

Leave A Reply