ତିର୍ତ୍ତୋଲରେ ଗୁଳିକାଣ୍ଡ

0

ତିର୍ତ୍ତୋଲ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତିର୍ତ୍ତୋଲ ଥାନାର ଛପଡା ଠାରେ ଗୁଳିମାଡ ହୋଇଛି । ଏଥିରେ ଛପଡାର ସମୀର ଦାସ(୩୦) ଆହାତ ହୋଇ ଜଗତସିଂହପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିକଟସ୍ଥ ପାଣ୍ଡରା ଗ୍ରାମର ରାଜା ପାତ୍ର ଗୁଳିମାଡ କରିଥିବା ଅଭିଯୋଗ ହୋଇଛି । ଏହି ଗୁଳିକାଣ୍ଡ ଘଟିବାରେ ସାଧାରଣରେ ଭୟ ଦେଖାଦେଇଛି।

Leave A Reply