ତିର୍ତ୍ତୋଲ ଉପନିର୍ବାଚନ; ୨ୟ ରାଉଣ୍ଡରେ ବିଜେଡି ଆଗୁଆ

ତିର୍ତ୍ତୋଲ : ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ଦ୍ବିତୀୟ ରାଉଣ୍ଡରେ ବିଜେଡ଼ି ୩୩୧୦ଖଣ୍ଡ ଭୋଟରେ ଆଗୁଆ ରହିଛି। ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୭୮୬୭, ବିଜେପି ୪୫୫୭, କଂଗ୍ରେସ ୧୦୫୭ ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି।