ବାର ଅନୁଯାୟୀ ଖାଆନ୍ତୁ ଡ୍ରାଏଫ୍ରୁଟ୍ସ : ମିଳିବ ଶୁଭଫଳ

ଡ୍ରାଏଫ୍ରୁଟ୍ସ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ବୋଲି ସଭିଏଁ ଜାଣନ୍ତି। ମାତ୍ର ଖୁବ କମ ଲୋକେ ଜାଣିଥିବେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ବିଶେଷତ୍ୱ ରହିଛି। ଏହାକୁ ପ୍ରତିଦିନ ସକାଳେ ଖାଇବା ଦ୍ୱାରା ଦିନ ଶୁଭ ହେବା ସହ ସଫଳତା ମଧ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ….
ସୋମବାର – ୪ଟି କାଜୁ
ମଙ୍ଗଳବାର – ୭ ଟି କିସମିସ
ବୁଧବାର – ୫ ପିସ୍ତା ଓ ଏକ ବାଦାମ
ଗୁରୁବାର – ୩ଟି କେସରର ( ସରୁ ସରୁ ଧାର)
ଶୁକ୍ରବାର – ୫ ମିଶ୍ରି ଓ ଅଳ୍ପ ଶୁଖିଲା ନଡ଼ିଆ
ଶନିବାର – ଫଳ
ରବିବାର – ୫ଟି ଅଖରୋଟ

Comments are closed.