ଗୁରୁବାର ଆଗତ ହେବ ତିନି ତଲାକ ବିଧେୟକ

0

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ତିନି ତଲାକ ବିଧେୟକ ଗୁରୁବାର ଅର୍ଥାତ ଆସନ୍ତାକାଲି ଲୋକସଭାରେ ଆଗତ ହେବ । ଏଥିପାଇଁ ବିଜେପି ଏହାର ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ହେବା ଲାଗି ହୁଇପ୍ ଜାରି କରିଛି । ତିନି ତଲାକ ବିଧେୟକ ପୂର୍ବରୁ ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ବିରୋଧୀଙ୍କ ଦାବି ଆଧାରରେ ଏଥିରେ କିଛି ପରିବର୍ତ୍ତନ କରାଯାଇଥିବାରୁ ଏହାକୁ ପୁନର୍ବାର ଗୃହରେ ଅନୁମୋଦନ କରାଯିବ।

Leave A Reply