ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ : ବିନ୍ଦୁ ସାଗରରେ ତିଳ ତର୍ପଣ

ଭୁବନେଶ୍ବର :  ମହାନ ଦେଶଭକ୍ତ. ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଜି ଶ୍ରାଦ୍ଧ ଦିବସ। ଏହି ଅବସରରେ ତାଙ୍କ ଅକ୍ଷୟ କୀର୍ତ୍ତି ଓ କୃତିକୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ଏହି ଉପଲକ୍ଷେ ବିନ୍ଦୁ ସାଗର କୂଳରେ ତିଳ ତର୍ପଣ କରାଯାଇଛି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସମାଜର କର୍ମଚାରୀମାନଙ୍କ ସହ ଅନେକ ସାଧାରଣ ଲୋକ ଏଥିରେ ଯୋଗ ଦେଇଥିଲେ

Comments are closed.