ଗୁହାଳରେ ନିଆଁ ଲାଗି ୭ ଗୋରୁ ଜୀବନ୍ତ ଦଗ୍ଧ

ତିହିଡି : ତିହିଡି ବ୍ଲକ ଅନ୍ତର୍ଗତ ସାହାପୁର ପଞ୍ଚାୟତ ଅନ୍ତର୍ଗତ କଣ୍ଡ୍ରଆଡିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଗୁହାଳରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। କଣ୍ଡ୍ରଆଡିଆ ଗ୍ରାମର ଶଙ୍କର୍ଷଣ ମିଶ୍ରଙ୍କ ଗୁହାଳରେ ନିଆଁ ଲାଗି ଏଭଳି ଅଘଟଣ ଘଟିଥିବା ବେଳେ ଏଥିରେ ୭ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

Comments are closed.