ତିହିଡ଼ିରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ଠାରେ ‘ଗୋପବନ୍ଧୁ ସେବା ସଂଘ’ ପକ୍ଷରୁ ବୁଧବାର ଗୋପବନ୍ଧୁଙ୍କ ଜୟନ୍ତୀ  ପାଳନ କରାଯାଇଛି । ଏହାକୁ  ସଂଘ ସଭାପତି ରାଜୀବ କୁମାର ନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ତମ୍ଭକାର ବିଭୁତି ଭୂଷଣ ସେନାପତି, ଅଧ୍ୟାପକ ବିଶ୍ବରଞ୍ଜନ ଦାସ, ସମାଜସେବୀ ସଚିକାନ୍ତ ନାୟକ, ନିର୍ମଳ ଚନ୍ଦ୍ର ଦଳାଇ, ବସନ୍ତ କୁମାର ଦାସ, ସାମ୍ବାଦିକ ବିଭୁତି ଭୂଷଣ ଗ୍ରହଚାର୍ଯ୍ୟ  ଯୋଗଦେଇଥିଲେ ।

 

Comments are closed.