ନନ୍ଦନକାନନର ନୂଆ ଅତିଥି : ୩ ଧଳାବାଘ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ବିଜୟା

ଭୁବନେଶ୍ବର : ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩ ନୂଆ ଅତିଥି ଆସିଛନ୍ତି। ୩ ଧଳାବାଘ ଶାବକଙ୍କୁ ଜନ୍ମ ଦେଇଛି ବାଘୁଣୀ ବିଜୟା । ହାଇଦ୍ରାବାଦ ଚିଡ଼ିଆଖାନାରୁ ଆସିଥିବା ସୈଫ ଔରସରୁ ଏହି ୩ ଶାବକ ଜନ୍ମ ନେଇଛନ୍ତି । ୩ ଶାବକ ଓ ବାଘୁଣୀ ବିଜୟା ସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।

Comments are closed.