ଏସଟିଏଫ ଟିମ ଦ୍ୱାରା କଲରାପତରିଆ ବାଘ ଚମଡ଼ା ଜବତ ; ଜଣେ ଗିରଫ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଉକ୍ତ ଘଟଣାରେ ଜଣେ ଗିରଫ ମଧ୍ୟ ହୋଇଛି। ବାଘ ଗମଡ଼ା ବିକ୍ରି ଯୋଜନା ବେଳେ ସମ୍ବଲପୁର- ସୋନପୁର ସୀମା ଅଞ୍ଚଳରୁ ଏସଟିଏଫ ଟିମ ଦ୍ୱାରା ଚମଡ଼ା ଓ ବ୍ୟକ୍ତି ଗିରଫ ହୋଇଛି। ଘଟଣା ବିଷୟରେ ଅଧିକ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.