ଚିତାବାଘର ମୃତଦେହ ଉଦ୍ଧାର

0

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନ ରେଞ୍ଜ ଅନ୍ତର୍ଗତ ବଡମାଲ ବରନେଇ ଜଙ୍ଗଲରେ କିଛି ଦିନ ପୂର୍ବରୁ ବୁଲୁଥିବା ଚିତା ବାଘର ମୃତଦେହ ଉଦ୍ଧାର ହୋଇଛି । ବଘଟିର ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ବୁତ୍ତମାନେ ଫାଶ ଲଗାଇ ବାଘକୁ ମାରିଥିବା ଅଭିଯୋଗ ହୋଇଛି । ବାର୍‌ହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply