ବଜ୍ରପାତରେ ୨ମୃତ

ଅନୁଗୁଳ : ଅନୁଗୁଳ ଜିଲା ବେନ୍ତପୁର ଗ୍ରାମରେ ଶନିବାର ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ବେନ୍ତପୁର ଗ୍ରାମ ପାଖ ବିଲରେ ଦୁଇ ଜଣ କୃଷକ କାମ କରୁଥିବାବେଳେ ବଜ୍ରାଘାତ ହୋଇଥିଲା।

Comments are closed.