ବଜ୍ରାଘାତରେ ଜଣେ ମୃତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ପରଜାଶିଳା ଗ୍ରାମ ନିକଟରେ ବଜ୍ରାଘାତରେ ଜଣଙ୍କର ମୃତ ହୋଇଥିବା ଅଭିଯୋଗ ହୋଇଛି।ମୃତ ବ୍ୟକ୍ତି ଜଣଙ୍କ ଉକ୍ତ ଗ୍ରାମର ମୂଷା ଝୋଡୀଆ (୪୫)।ଏନେଇ ପରିବାର ଲୋକେ କାଶୀପୁର ଥାନାରେ ଅଭିଯୋଗ କରିବା ପରେ ଖବର ପାଇ କାଶୀପୁର ଥାନା ଅଧିକାରି ସୁନିଲ ଅରୁଣ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

Comments are closed.