ସାଥୀଙ୍କ ସବୁ ଇଚ୍ଛା ପୂରଣ କରିଥାନ୍ତି ଏହି ୪ ଅକ୍ଷରର ଝିଅ

ପ୍ରେମ, ବିଶ୍ବାସ ଏବଂ ସମ୍ମାନ ଏହି ତିନୋଟି ଉପରେ ପତି-ପତ୍ନୀଙ୍କ ସମ୍ପର୍କ ନିର୍ଭର କରେ । ଯଦି କୌଣସି କାରଣବଶତଃ ଏହି ୩ଟି ମଧ୍ୟରୁ ଗୋଟିଏ ର ଅଭାବ ହୁଏ, ତେବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ସୁଖମୟ ଦାମ୍ପତ୍ତ୍ୟ ଜୀବନ ପାଇଁ ଏହି ୩ଟି ଜିନିଷ ରହିବ ନିତ୍ୟନ୍ତ ଆବଶ୍ୟକ । ତେଣୁ ଜୀବନ ସାଥୀଙ୍କୁ ଖୁସି ରଖିବା ପାଇଁ ଅନେକ ଲୋକ ବିଭିନ୍ନ ଉପାୟ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ୪ଟି ଅକ୍ଷର ନାମ ଥିବା ଝିଅଙ୍କ ବିଷୟରେ, ଯେଉଁମାନେ ନିଜ ଜୀବନ ସାଥୀଙ୍କୁ ଖୁସୀ କରିବା ତାଙ୍କର ସବୁ ଇଚ୍ଛାକୁ ପୂରଣ କରି ଥାଆନ୍ତି ।

 

ଡି(D) : ଯେଉଁ ଝିଅଙ୍କ ନାମ ଡି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ଅକ୍ଷର ଥିବା ଝିଅ ସ୍ବଚ୍ଛ ହୃଦୟରେ ନିଜ ସ୍ବାମୀଙ୍କ ସେବା କରିଥାନ୍ତି ଏବଂ ସାରା ଜୀବନ ସାଥିରେ ରହିଥାନ୍ତି ।

ଏଚ୍(H) : ଏହି ଅକ୍ଷର ନାମ ଥିବା ଝିଅ ନିଜ ସ୍ବାମୀଙ୍କ ପ୍ରତି ସେବା-ଭାବ ରଖିଥାନ୍ତି । ସ୍ବାମୀଙ୍କ ସବୁ କଥାକୁ ଶୁଣିଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ଏତେ ବିଶ୍ବସ୍ତ ହୋଇଥାନ୍ତି ଯେ, ସାରା ଜୀବନ ନିସ୍ବାର୍ଥ ଭାବରେ ତାଙ୍କ ସେବା କରିଥାଆନ୍ତି ।

କେ(k) :  ଯେଉଁ ଝିଅଙ୍କ ନାମ କେ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସ୍ବଚ୍ଛ ହୃଦୟବାନ ହୋଇଥାଆନ୍ତି । ସ୍ବଚ୍ଛ ହୃଦୟରେ ସ୍ବାମୀଙ୍କ ସେବା କରିବା ସହ ଖୁସୀରେ ରଖିବାରେ ଟିକେ ବି ହେଳା କରନ୍ତି ନାହିଁ ।

ଏମ୍ (M) :  ଏହି ଅକ୍ଷର ନାମ ଥିବା ଝିଅ ବହୁତ ଭାଗ୍ୟଶାଳୀ ହୋଇଥାଏ । ଏମାନଙ୍କୁ ସ୍ବଚ୍ଛ ହୃଦୟରୁ ଭଲ ପାଇବା ଭଳି ସାଥୀ ମିଳିଥାଏ । ଏମାନେ ମଧ୍ୟ ସାଥୀଙ୍କ ପ୍ରତି ବିଶ୍ବସ୍ତ ରହିଥାଆନ୍ତି ।

Comments are closed.