ପିଚୁକୁଳିରେ ପହଁଚିଲା ପରୀ ପଦଯାତ୍ରୀ

ବେଗୁନିଆ : ନୟାଗଡ ଜିଲ୍ଲାର ଯଦୁପୁର ଗ୍ରାମର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ଦାବୀରେ ବିଜେପି ଦଳ ପକ୍ଷରୁ ଆଜି ସାରୁଅ ଠାରୁ ଏକ ଶୋଭାଯାତ୍ରା ନାରାବାଜି କରି ବାହାରିଥିଲା । ଏଥିରେ ବିଜେପିର ବହୁ ନେତ ସ୍ଥାନୀୟ ଲୋକଙ୍କ ସହ କର୍ମୀମାନେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ପିଚୁକୁଳି ଠାରେ ସେମାନଙ୍କ ପାଇଁ ରାତ୍ର ରହଣିର ବ୍ୟବସ୍ଥା ହୋଇଥିଲା ।

Comments are closed.