ସାନଭାଇକୁ ଚଳନ୍ତା ଟ୍ରେନ୍ ଆଗକୁ ଫିଙ୍ଗିଲା ବଡ ଭାଇ..ଦେଖନ୍ତୁ ଭିଡ଼ିଓ 

ନୂଆଦିଲ୍ଲୀ : ଆଗ୍ରା-ନୂଆଦିଲ୍ଲୀ ରେଳ ଟ୍ରାକରେ ଏକ ଚଳନ୍ତା ମାଲ୍ ଗାଡ଼ି ଆଗକୁ ବଡ଼ ଭାଇ ତାର କୁନି ସାନ ଭାଇକୁ ଫିଙ୍ଗି ଦେଇଥିଲା। ମାତ୍ର ଟ୍ରେନର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପିଲାଟିର ଜୀବନ ରକ୍ଷା ପାଇଯାଇଥିବା ଜଣାପଡ଼ିଛି। ଲୋକୋ ପାଇଲଟ୍ ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍‌କୁ ଅଟକାଇ ପିଲାଟିକୁ ଉଦ୍ଧାର କରି ତାଙ୍କ ମା’ଙ୍କୁ ଦେଇଥିଲେ। ଘଟଣାଟିର ଭିଡିଓ ଭାଇରାଲ ହେବା ପରେ ରେଳ ବିଭାଗରେ କାର୍ଯ୍ୟରତ ଉକ୍ତ ଲୋକୋ ପାଇଲଟଙ୍କୁ ପ୍ରଶଂସା କରାଯାଉଛି।

 

Comments are closed.