ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ

ବଣାଇ : ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ। ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ନାରାୟଣ ପୋଷ କମଣ୍ଡ ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁ ପାହାଡ ଉପରୁ ପାଣି ଆସି ଥିବା ଅସ୍ଥାୟୀ ପୋଲଟି ଭାସି ଯାଇଛି। ଯାହା ଫଳରେ କଲଟାକୋଇଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

 

Comments are closed.