ସ୍ବାମୀ ନିଖୋଜ,ସ୍ତ୍ରୀ ଥାନାର ଦ୍ବାରସ୍ଥ

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ ମୂଖ୍ୟାଳୟ ରେ ବିବାହ ପର ଠାରୁ ରହିଆସୁଥିବା ଘନଶ୍ୟାମ ପାତ୍ର (୨୫) ଚଳିତ ଜୁଲାଇ ମାସ ୪ ତାରିଖ ସକାଳ ୮.୩୦ ସମୟ ରୁ କେଉଁ ଆଡେ ଚାଲିଯାଇଥିବା ନେଇ ତେଲକୋଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ। ସେ ଗତ ୨୦୧୯ ମସିହା ରୁ ତେଲକୋଇ ରେ ନିଜ ସ୍ବଶୁର ଜନାର୍ଦନ ପାତ୍ର ଙ୍କ ଘରେ ରହୁଥିଲେ। ୪ ତାରିଖ ସେ ଘରୁ ବାହାରି କେଉଁ ଆଡେ ଚାଲିଯାଇଛନ୍ତି। କାଞ୍ଜିପାଣି ଥାନା ଯନ୍ତାରୀସ୍ଥ ତାଙ୍କ ପୈତୃକ ଘର ସମେତ ସମସ୍ତ ସମ୍ପର୍କିୟ ଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ଖବର ନମିିଳିବାରୁ ସ୍ତ୍ରୀ ସୁନୀତା ପାତ୍ର ତେଲକୋଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।
Related Posts
Comments are closed.