ତେଲଙ୍ଗାନା ନିର୍ବାଚନ: ବିଜେପିର ୫ମ ପ୍ରାର୍ଥିତାଲିକା

0

ନୂଆଦିଲ୍ଲୀ : ତେଲଙ୍ଗାନା ବିଧାନସଭା ନିର୍ବାଚନ ନିମନ୍ତେ ରବିବାର ବିଜେପିର ୫ମ ପ୍ରାର୍ଥିତାଲିକା ପ୍ରକାଶ ପାଇଛି। ପଞ୍ଚମ ପର୍ଯ୍ୟାୟରେ ୧୯ଜଣଙ୍କୁ ଦଳୀୟ ଟିକଟ ମିଳିଛି। ଏହା ପୂର୍ବରୁ ବିଜେପି ୪ଟି ପର୍ଯ୍ୟାୟରେ ୯୩ଜଣଙ୍କୁ ଦଳୀୟ ଟିକଟ ପ୍ରଦାନ କରିସାରିଛି। ୧୧୯ ଆସନ ବିଶିଷ୍ଠ ତେଲେଙ୍ଗାନା ବିଧାନସଭା ପାଇଁ ଡିସେମ୍ବର ୭ରେ ଭୋଟ ଗ୍ରହଣ ହେବ।

Leave A Reply