ଶ୍ରୀମମନ୍ଦିର ଯାଞ୍ଚ ପାଇଁ ପୁରୀରେ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ

ପୁରୀ : ଶ୍ରୀମମନ୍ଦିର ଯାଞ୍ଚ କରିବା ପାଇଁ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ ପୁରୀରେ ଆଜି ପହଞ୍ଚି ସାରିଛନ୍ତି। ଏହି ଟିମ ଗର୍ଭ ଗୃହ, ନାଟ ମଣ୍ଡପ ସ୍ଥିତି ତଦାରଖ କରିବା ସହ ଶ୍ରୀମନ୍ଦିରର ଭିତର ସ୍ଥିତି ମଧ୍ୟ ଯାଞ୍ଚ କରାଯିବ। ବେହରଣ ଦ୍ୱାର ଖୋଲା ଯାଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଅନ୍ୟ ଦ୍ୱାର ଗୁଡିକର ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ। ଏହାସହ ଶ୍ରୀମନ୍ଦିରର ଆର୍ଥିଙ୍ଗ ବ୍ୟବସ୍ଥାର ସ୍ଥିତି ମଧ୍ୟ ବୈଷୟିକ ଟିମ ଅନୁଧ୍ୟାନ କରିବେ।

Comments are closed.