ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ, ରାସ୍ତାରୋକ

0

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ତରସିଂହା ଗ୍ରାମର ଶିକ୍ଷକ ଲବ ବେହେରାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସହ ରାସ୍ତାରୋକ। ଆଜି ଭୋରରୁ ଶିକ୍ଷକ ଲବ ନିଜ କାର୍ଯ୍ୟ କ୍ଷେତ୍ର ପାଟଣାଗଡ଼କୁ ଯାଉଥିବା ବେଳେ ବଲାଙ୍ଗୀର ଭବାନୀପାଟଣା ଜାତୀୟ ରାଜପଥ ୨୬ରେ ଲାନ୍ଥ ନଦୀ ପୋଲ ଉପରେ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ସଇନ୍ତଳା ଡାକ୍ତରଖାନାକୁ ନିଆଯାଇଥିଵା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ପୋଲ ଉପରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି। ଫଳରେ ଜାତୀୟ ରାଜପଥ ଉଭୟ କଡରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି। ସଇନ୍ତଳା ପୁଲିସ ପହଞ୍ଚି ଆଲୋଚନା ଜାରି ରଖିଛି।

In the north-west of Armidale, the University of New England is built around an exquisite mansion completed in The university came later, in the 20th century, and now the property is the backdrop for UNE graduation ceremonies on the lawn. cialis south africa price The house was designed according to the teaching and philosophy of William Morris and the Pre-Raphaelites, and is rich with stained glass and hand-made and painted fittings.

Comments
Loading...