ସଡକ ଦୁର୍ଘଟଣାରେ ଶିକ୍ଷକ ମୃତ

0

ନବରଙ୍ଗପୁର : ନବରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଶିକ୍ଷକ ସୁଧାକାର ପଟ୍ଟନାୟକ ଯାଉଥିବା ସମୟରେ ଏକ ମିନି ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଶିକ୍ଷକ ସୁଧାକାରଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply