ସଡକ ଦୁର୍ଘଟଣାରେ ଦୁଇ ମୃତ

0

ରମ୍ଭା : ଜାତୀୟ ରାଜପଥ ରମ୍ଭା ନିକଟ ଗଣ୍ଡାପୁଲି ଠାରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ହୋଇଛି । ଏକ କାର୍ ସହ ମୋଟରସାଇକେଲ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଏହି ଦୁଇ ଶିକ୍ଷକ ହେଉଛନ୍ତି ଭାଗିରଥୀ ଜେନା ଓ ନୀଳକଣ୍ଠ ମହାପାତ୍ର। ଭାଗରଥୀଙ୍କ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ମର୍ଦ୍ଦକୋଟ ଗ୍ରାମରେ ଏବଂ ନୀଳକଣ୍ଠଙ୍କ ଘର ପୁରୀ ଜିଲା କୃର୍ଷ୍ଣପ୍ରସାଦ ବ୍ଳକ୍ ଅଲଣ୍ଡା ଗ୍ରାମ ବୋଲି ଜଣାପଡ଼ିଛି।

Leave A Reply