ଶିକ୍ଷକଙ୍କ ମାଡରେ ୮ ବର୍ଷର ଛାତ୍ରର ମୃତ୍ୟୁ ଅଭିଯୋଗ

0

ଲକ୍ଷ୍ମୌ . – ଉତ୍ତର ପ୍ରଦେଶ ବଣ୍ଡା ଜିଲାରରେ ଏକ ବେସରକାରୀ ବିଦ୍ୟାଳୟର ଶିକ୍ଷକଙ୍କ ମାଡରେ ୮ ବର୍ଷର ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅରବାଜ୍‌ ନାମକ ଏହି ଛାତ୍ରକୁ ଜୟରାଜ ନାମକ ଶିକ୍ଷକ ମାଡ ମାରିଥିଲେ । ଛାତ୍ରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ହୋଇଛି ।

ମୃତ ଛାତ୍ରର ପରିବାର ଲୋକ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି ।

Leave A Reply