‘ଦି ଆକ୍ସିଡେଣ୍ଟାଲ୍‍ ପ୍ରାଇମ୍‍ ମିନିଷ୍ଟର’ କୁ ପାକିସ୍ତାନର ସବୁଜ ସଙ୍କେତ : ଏହିଦିନ ହେବ ରିଲିଜ୍‍

0

ନୂଆଦିଲ୍ଲୀ : ଅନୁପମ ଖେର ଅଭିନୀତ ଚଳଚ୍ଚିତ୍ର ‘ଦି ଆକ୍ସିଡେଣ୍ଟାଲ୍‍ ପ୍ରାଇମ ମିନିଷ୍ଟର’ କୁ ପାକିସ୍ତାନରେ ମୁକ୍ତିଲାଭ ପାଇଁ ସବୁଜ ସଙ୍କେତ ମିଳିଯାଇଛି। ସୂଚନା ଅନୁସାରେ, ଚଳଚ୍ଚିତ୍ରର ଅଳ୍ପ କିଛି ଦୃଶ୍ୟକୁ କାଟି ଏହାକୁ ପାକିସ୍ତାନରେ ମୁକ୍ତିଲାଭ କରିବା ପାଇଁ ମଙ୍ଗଳବାର ପାକିସ୍ତାନର କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ  ବୋର୍ଡ଼(ସିବିଏଫସି) ଅନୁମତି ପ୍ରଦାନ କରିଛି। ‘ଦି ଆକ୍ସିଡେଣ୍ଟାଲ୍‍ ପ୍ରାଇମ ମିନିଷ୍ଟର’ ୧୮ଜାନୁଆରୀରେ ପାକିସ୍ତାନରେ ମୁକ୍ତିଲାଭ କରିବ।

Leave A Reply