ତାଳଚେର-ବିମଳାଗଡ଼ ରେଳପଥ ସଂଗ୍ରାମ ସମିତିର ପାନପୋଷଠାରେ ରେଳରୋକ

ତାଳଚେର : ଆଜି ରାଉରକେଲା ତାଳଚେର-ବିମଳାଗଡ଼ ରେଳ ପଥକୁ ତୁରନ୍ତ ପୂର୍ଣ୍ଣାଙ୍ଗ ଦାବିରେ ରେଳରୋକ କରାଯାଇଛି। ସଂଗ୍ରାମ ସମିତି ପକ୍ଷରୁ ପାନପୋଷଠାରେ ରେଳରୋକ କରାଯାଇଛି।  ମାଲ ଗାଡିକୁ ଅଟକାଇ ପ୍ରତିବାଦ କରାଯାଇଛି।  ସଂଗ୍ରାମ ସମିତିର ଏହି ପ୍ରତିବାଦକୁ ବିଭିନ୍ନ ମହଲରୁ ସମର୍ଥନ କରାଯାଇଛି।

Comments
Loading...