ବିଜେପୁରରେ ଶ୍ରମିକ ପରିଚୟ ପତ୍ର ବଣ୍ଟନ

0

ତାଳପଦର : ବରଗଡ ଜିଲ୍ଲାର ବିଜେପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବଡ ବାଉଁସେନପଡା, ଖୁଣ୍ଟପାଲି, ଗଁଠିଆପାଲି, ବଡବ୍ରାହ୍ମଣି ଓ ସାଇପାଲି ଗ୍ରାମ ଗୁଡିକରେ ବିଜେପୁର ବିଧାୟିକା ରୀତା ସାହୁ ଏବଂ ବିଜେପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇଙ୍କ ଦ୍ୱାରା ଶ୍ରମିକ ତାଳିକାରେ ଚୟନ ହୋଇଥିବା ଗରୀବ ଶ୍ରେଣୀର ଲୋକଙ୍କୁ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପଲିଖିତ ସମସ୍ତ ଗ୍ରା.ପ.ର ସରପଞ୍ଚ, ସମିତି ସଭ୍ୟ ଏବଂ ଜନ ସାଧାରଣ ଉପସ୍ଥିତ ଥିଲେ।

Leave A Reply