Browsing Tag

wood seized

କେନ୍ଦୁ କାଠ ଜବତ, ଦୁଇ ଗିରଫ

ବୌଦ୍ଧ: ବୌଦ୍ଧ କଣ୍ଟାମାଳ ରେଞ୍ଜ ବନ ବିଭାଗକୁ ବଡ ସଫଳତା ମିଳିଛି। ଖୁଣ୍ଟିଗୋରା ଛକରୁ କେନ୍ଦୁ କାଠ ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୂତାବକ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ…
Read More...

ଶାଳ କାଠ ସହ ଗାଡିକୁ ଜବତ କଲା ବନ ବିଭାଗ

ନର୍ଲା: ନର୍ଲା ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗଙ୍କ ନିର୍ଦ୍ଦେଶରେ ଆଜି ନର୍ଲା ବନ ବିଭାଗ ଶାଳ କାଠ ବୋଝେଇ ଏକ ପିକଅପକୁ ଜବତ କରିଛି। ପୂର୍ବରୁ ଖବର ପାଇ ବନବିଭାଗ ସଦଳବଳେ ପ୍ରସ୍ତୁତ ରହି ନର୍ଲା ଚିପୁଲ ନର୍ସରୀ ପାଖରେ…
Read More...

କଣ୍ଟାମାଳ ରେଞ୍ଜର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପରିମାଣର ମୂଲ୍ୟବାନ କାଠ ଓ ସରଞ୍ଜାମ ଜବତ

କଣ୍ଟାମାଳ : ବୌଦ୍ଧ ଉପଖଣ୍ଡ କଣ୍ଟାମାଳ ରେଞ୍ଜର ବିଭିନ୍ନ ସ୍ଥାନରେ ବନବିଭାଗ ଦ୍ୱାରା ଏକ ସ୍ୱତନ୍ତ୍ର ଚଢାଉ କରାଯାଇି ବିପୁଳ ପରିମାଣର ମୂଲ୍ୟବାନ କାଠ, ଅର୍ଦ୍ଧ ନିର୍ମୀତ କାଠ ଉପକରଣ, ନିର୍ମାଣରେ ବ୍ୟବହୃତ ମେସିନ ଆଦି…
Read More...

କେସଡିହାରୁ ଚୋରା କାଠ ଜବତ କଲା ବନ ବିଭାଗ

ପାଟଣା : ପାଟଣା ବନାଞ୍ଚଳ ରାଇଡିହା ବିଟ ଅନ୍ତର୍ଗତ କେସଡିହା ହୁଡ଼ି ନିକଟରୁ ଆଜି ବନ ବିଭାଗ ଚୋରା କାଠ ଜବତ କରିଥିବା ଜଣାପଡିଛି। ଏଠାରେ କାଠ ମାଫିଆମାନଙ୍କ ଦ୍ଵାରା ଚୋରାରେ ମୂଲ୍ୟବାନ ପିଆଶାଳ କାଠ ଚିରା ହେଉଥିବା ଖବର…
Read More...

ରେଣ୍ଟା ଗ୍ରାମ୍ୟ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ କାଟି ନେଲେ କାଠ ମାଫିଆ

ମାହାଙ୍ଗା: କଟଜ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଉମର ପଂଚାୟତର ପବିତ୍ର ମନୋରମ ସ୍ଥଳ ବନଦୁର୍ଗା ପୀଠର ରେଣ୍ଟା ଗ୍ରାମ୍ୟ ଜଙ୍ଗଲରୁ ଚୋରା କାଠ ମାଫିଆମାନେ ବିଳମ୍ବିତ ରାତିରେ କୋଡିଏରୁ ଊର୍ଦ୍ଧ୍ବ…
Read More...

କାଠ ମାଫିଆଙ୍କ ଅଭୟାରଣ୍ୟ ମାଛଗଡ ଅଞ୍ଚଳରୁ ବିପୁଳ ଚୋରା କାଠ ଜବତ କଲା ବନ ବିଭାଗ

ପାଟଣା : କାଠ ମାଫିଆଙ୍କ ଅଭୟାରଣ୍ୟ ଭାବେ ସୁପରିଚିତ ମାଛଗଡ ଅଞ୍ଚଳରୁ ଆଜି ବନବିଭାଗ ଆନୁମାନିକ ୩ ଲକ୍ଷ ଟଙ୍କା ମୂଲ୍ୟର ଚୋରା କାଠ ଜବତ କରିଛି । ଏସିଏଫ୍ ଅଜୟ କୁମାର ସାହୁ, ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ…
Read More...

ଚୋରା କାଠ ବୋଝେଇ ପିକ୍ଅପ୍ ଜବତ କଲା ବନବିଭାଗ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ସଂରକ୍ଷିତ ଧୋବାପିଟଣା ଜଙ୍ଗଲରେ ଗତ ବିଳମ୍ବିତ ରାତିରେ ବନ ବିଭାଗର ଏକ ଟିମ୍ ଚଢାଉ କରି ଗୋଟିଏ ଚୋରା କାଠ ବୋଝେଇ ପିକ୍ଅପକୁ ଜବତ କରିଛି । କୌଣସି ସୂତ୍ରରୁ ଖବର ପାଇ…
Read More...

ଶାଳ ଗଡ଼ ଜବତ କଲା ବନବିଭାଗ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସେକ୍ସନ ରାଜନଗର ବିଟ ପଦ୍ମପୁର ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆ ଗତରାତି ଏକ ବଡ ଶାଳ ଗଛ କାଟି ୫ଟି ଶାଳଗଡ ଛାଡି ଯାଇଥିବା ଜଣାପଡ଼ିଛି । ଖବର ପାଇବା ପରେ ପାଟଣା…
Read More...

ବାଇକ୍ ସହ ମୂଲ୍ୟବାନ ଚୋରା କାଠ ଜବତ

କେଶଦୁର।ପାଳ: ବାଇକ୍ ସହ ମୂଲ୍ୟବାନ ଚୋରା କାଠ ଜବତ୍ ହୋଇଥିବା ଜଣାପଡ଼ିଛି । ସୂଚନାରୁ ଜଣାଯାଏ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ତିଗିରିଆ ଗ୍ରାମ ନିକଟସ୍ଥ ରାସ୍ତା ଦେଇ ବାଇକରେ ମୂଲ୍ୟବାନ ଚୋରା କାଠ ଯାଉଥିବା ଖବର ପାଇ…
Read More...

ଶାଳପଟା ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିନସ୍ଥ ଋଷିମାଳ ସଂରକ୍ଷିତ ଜଙ୍ଗଲ ପୁଇଗୁଡ଼ା ସ୍ଥିତ ପାଟଖଣ୍ଡା ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ଅତର୍କିତ ଭାବେ ଚଢାଉ କରି ୪୦ଖଣ୍ଡ ପଟା ଜବତ…
Read More...