Browsing Tag

weather news

ମୌସୁମୀ ; ଏହି ସମସ୍ତ ରାଜ୍ୟରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ମୌସୁମୀ ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଶେଷରେ କେରଳରେ ଆସି ପହଞ୍ଚି ସାରିଛି । ଏହାର ପ୍ରଭାବ ସମଗ୍ର ଦେଶ ଉପରେ ପଡିଛି । ଫଳରେ ଆଜି ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶରେ ବର୍ଷା ହେବାର…
Read More...

ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ – ଆଇଏମଡି ଡିଜି

ଭୁବନେଶ୍ୱର : ରାଜ୍ୟରେ ଖରାର ପ୍ରଭାବ ଜାରି ରହିଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମେ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମେ ମାସରେ ଲଘୁଚାପ…
Read More...

ଆସନ୍ତାକାଲି ଠାରୁ କାଳବୈଶାଖୀ ସମ୍ଭାବନା ; ଆସୁଛି କି ବାତ୍ୟା ଭୟ ?

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ।  ଆସନ୍ତା କାଲି ଠାରୁ ୩ ଦିନ ଯାଏଁ ବିଭିନ୍ନ ଜିଲାରେ କାଳବୈଶାଖୀ ସମ୍ଭାବନା ରହିଛି। ବଙ୍ଗୋପସାଗରରୁ…
Read More...

ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ; ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ ପ୍ରବାହ। ପୁଣି ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସତର୍କ ସୂଚନା ଜାରି କରାଯାଇଛି। ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ହେବା ସହ…
Read More...

ଉତ୍ତରାଖଣ୍ଡ ; ପାଗରେ ପରିବର୍ତ୍ତନ,ପାହାଡରେ ବର୍ଷା ସହ ତୁଷାରପାତ

ଡେରାଡୁନ : ଉତ୍ତରାଖଣ୍ଡରେ ପୁଣି ଥରେ ପାଗରେ ପରିବର୍ତ୍ତନ ତଥା ପାଗ ଖରାପ ରହିଛି। ପାହାଡରେ ବର୍ଷା ଓ ତୁଷାରପାତ ହେଉଛି। ଏହାସହ ସମତଳ ଅଞ୍ଚଳରେ କୁହୁଡ଼ି ଅଛି। ଉତ୍ତରକାଶୀର ବଡକୋଟରେ ଯମୁନୋତ୍ରିଧାମ ସମେତ ଆଖପାଖ…
Read More...

ରାଜଧାନୀରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ବର୍ତ୍ତମାନ ଶୀତ, ବର୍ଷା ଏବଂ ତୁଷାରପାତରୁ ମୁକ୍ତି ମିଳିବ ନାହିଁ।  ଭାରତ ପାଣିପାଗ ବିଭାଗ ଅନୁଯାୟୀ,ଆଉ ଏକ ପଶ୍ଚିମା ଝଡ ଫେବ୍ରୁଆରୀ ୮ ତାରିଖ ରାତିରୁ ଉତ୍ତର ପଶ୍ଚିମ ଭାରତ ଉପରେ ପ୍ରଭାବ ପକାଇପାରେ ।…
Read More...

ପୁଣି କମିବ ତାପମାତ୍ରା ; ବଢିବ ଶୀତ

ଭୁବନେଶ୍ୱର : ପୁଣି କମିବ ତାପମାତ୍ରା ଓ ବଢିବ ଶୀତ। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାତ୍ରୀ ତାପମାତ୍ରାରେ ପରିବର୍ତ୍ତନ ଘଟିବ। ରାତ୍ରୀ ତାପମାତ୍ରାରେ ପ୍ରାୟ ୩ ଡିଗ୍ରୀ ରୁ ୫ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ…
Read More...

ପୁଣି ବଢିବ ଶୀତ ; ଥରିବ ଓଡିଶା

ଭୁବନେଶ୍ୱର : ପୁଣି ଶୀତରେ ଥରିବ ଓଡିଶା। ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ବଢିବ ଶୀତ। ଆଗାମୀ ୨ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ଖସିବ। ୨୬ ତାରିଖ ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏନେଇ…
Read More...

ଶୀତରୁ ସାମାନ୍ୟ ଆଶ୍ୱସ୍ତି ; ସବୁଠୁ ଥଣ୍ଡା ସହର ସୁନ୍ଦରଗଡ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ମିଳିଲା ଶୀତରୁ ସାମାନ୍ୟ ଆଶ୍ୱସ୍ତି। ଗତ କିଛିଦିନ ମଧ୍ୟ ପ୍ରବଳ ଜାଡ ଅନୁଭବ ହୋଇଥିବା ବେଳେ ଆଜି ଏଥିରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଏହାସହ ୯ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ଥିବା…
Read More...

ଶୀତ ଚାଦରରେ ଓଡିଶା ; ୧୫ ଡିଗ୍ରୀ ତଳେ ୬ ସହର

ଭୁବନେଶ୍ୱର : ଶୀତରେ ଥରୁଛି ଓଡିଶା। ରାଜ୍ୟରେ ଅନେକ ସ୍ଥାନରେ ଥଣ୍ଡାର ପ୍ରଭାବ ଦେଖାଦେଇଛି। ଏହାସହ ୧୫ ଡିଗ୍ରୀ ତଳେ ୬ଟି ସହରର ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଦାରିଙ୍ଗିବାଡିର ସବୁଠାରୁ ଥଣ୍ଡା ସହର ଭାବେ…
Read More...