ପରିବା ଦର ଆକାଶ ଛୁଆଁ, ଦଲାଲଙ୍କ ନିୟନ୍ତ୍ରଣରେ ପରିବା ବଜାର
ବୌଦ୍ଧ : ବୌଦ୍ଧ ଭଳି କୃଷିଭିତ୍ତିକ ଜିଲ୍ଲାରେ ୯୦ ପ୍ରତିଶତ ଅଧିବାସୀ ଜୀବନ ଜିବିକା ପାଇଁ କୃଷି ଓ ଦିନମଜୁରୀ ଉପରେ ନିର୍ଭର କରିଥାନ୍ତି। କରୋନା ମହାମାରୀ ସମୟରେ ପରିବାର ପ୍ରତିପୋଷଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ…
Read More...
Read More...