Browsing Tag

USA

ବ୍ରିଟେନ, କାଡ଼ାନା ପରେ ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଲା ଏହି ଦେଶ

ଫାଇଜର ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ କରୋନା ଟିକା ଫାଇଜରକୁ ଆମେରିକା ଜରୁରିକାଳୀନ ଅନୁମତି ପ୍ରଦାନ କରିଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିକାର ପ୍ରୟୋଗ ପାଇଁ ମଞ୍ଜୁରୀ ଦେଇଛି। ଏହି ଟିକାକୁ ଜରୁରିକାଳୀନ…
Read More...

ଜୋ ବାଇଡେନ୍ ଓ କମଲା ହ୍ୟାରିସ ‘ଟାଇମ ପର୍ସନ ଅଫ ଦ ଇୟର’

ନ୍ୟୁୟର୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଟାଇମ୍‌ ପର୍ସନ ଅଫ ଦ ଇୟର ଭାବେ ଚୟନ କରାଯାଇଛି। ଲୋକପ୍ରିୟ ପତ୍ରିକା ଟାଇମ୍‌ ପକ୍ଷରୁ ଉଭୟଙ୍କୁ ୨୦୨୦ ବର୍ଷ ପାଇଁ…
Read More...

ଟ୍ରମ୍ପଙ୍କ ସାନ ଭାଇ ରବର୍ଟଙ୍କ ପରଲୋକ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଏ ସମ୍ପର୍କରେ ହ୍ବାଇଟ୍‌ ହାଉସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ନ୍ୟୁୟର୍କର ଏକ ହସ୍ପିଟାଲରେ…
Read More...

ଏଲଏସି ବିବାଦରେ ଭାରତକୁ ଆମେରିକାର ସମର୍ଥନ; ଚୀନ ବିରୋଧରେ ସିନେଟ୍‌ରେ ଆଲୋଚନା ପ୍ରସ୍ତାବ

ୱାଶିଂଟନ: ଭାରତ-ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)କୁ ନେଇ ବିବାଦ ଲାଗି ରହିଛି। କିନ୍ତୁ ଏହି ବିବାଦ ମଧ୍ୟରେ ଆମେରିକା ଭାରତକୁ ଦୃଢ଼ ସମର୍ଥନ କରିଛି। ଚୀନର ଷଡ଼ଯନ୍ତ୍ରମୂଳକ ଆଭିମୁଖ୍ୟ ବିରୋଧରେ…
Read More...

ଖିଆଲୀ ମଣିଷ: ଘର ୭୨୭ ବୋଇଂ ବିମାନ, ଜଙ୍ଗଲରେ ବାସ

ୱାଶିଂଟନ:  ରହିବା ପାଇଁ ଲୋକମାନେ ଘର ତିଆରି କରନ୍ତି । ହେଲେ କିଛି ଅଜବ ଖିଆଲର ଲୋକ ଅଛନ୍ତି ଯେଉଁମାନେ ନିଜର ଆବାସକୁ ଭିନ୍ନ ଭାବରେ ପ୍ରସ୍ତୁତ କରନ୍ତି । କିଛି ଲୋକ ଘରକୁ ଡ଼ଙ୍ଗା ପରି ତ କିଏ ଜାହାଜ ପରି ନିର୍ମାଣ…
Read More...

‘ମଡ଼ର୍ଣ୍ଣା’ର କୋବିଡ଼-୧୯ ଟିକାକୁ ମିଳିଲା ସଫଳତା; ମୂଷା ଦେହରେ ପ୍ରୟୋଗ ସଫଳ

ୱାଶିଂଟନ: ଆମେରିକାର ଜୈବ ପ୍ରାଦ୍ୟୋଗିକୀ କମ୍ପାନୀ ମଡ଼ର୍ଣ୍ଣ ଫାର୍ମା ଦ୍ବାରା ବିକଶିତ ଟୀକା ମୂଷାମାନଙ୍କୁ କୋବିଡ଼-୧୯ ସଂକ୍ରମଣରୁ ରକ୍ଷା କରିବା​‌ରେ ସଫଳ ସାବ୍ୟସ୍ତ ହୋଇଛି । କୋବିଡ଼-୧୯ ବିଷାଣୁକୁ ପ୍ରତିହତ…
Read More...

ପ୍ରତି ୧୫ ସେକେଣ୍ଡରେ ମରୁଛନ୍ତି ଜଣେ କରୋନା ରୋଗୀ, ସ୍ଥିତି ଆହୁରି ଗୁରୁତର ହେବା ଆଶଙ୍କା

ନୂଆଦିଲ୍ଲୀ:  ସାରା ବିଶ୍ଵରେ କରୋନା ସଂକ୍ରମଣ ସ୍ଥିତି ଦିନକୁଦିନ ଖରାପ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ସାରା ବିଶ୍ଵରେ ହାରାହାରି ପ୍ରତି ୧୫ ସେକେଣ୍ଡରେ ଜଣେ କରୋନା ସଂକ୍ରମିତ ମୃତ୍ୟୁବରଣ…
Read More...

ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଲା ଟ୍ବିଟର

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଛି ଟ୍ବିଟର। ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ଉପରେ ଅସ୍ଥାୟୀ ଭାବେ ରୋକ୍‌ ଲଗାଯାଇଛି। କରୋନା ଭୂତାଣୁକୁ ନେଇ ଟ୍ରମ୍ପ ଭ୍ରମାତ୍ମକ ତଥ୍ୟ ସୋସିଆଲ…
Read More...

ଟିକଟକକୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମହଲତ; ବିକ୍ରି ନ ହେଲେ ଆମେରିକାରୁ ବିଦା

ଟିକଟକକୁ ମାଇକ୍ରୋସଫ୍ଟ କିଣିବା ନେଇ କଥାବାର୍ତା ଆରମ୍ଭ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ପୁଣିଥରେ ଚୀନ ମୋବାଇଲ୍ ଆପ୍ ଟିକଟକକୁ ଦେଇଛନ୍ତି ଚେତାବନୀ । ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ଟିକଟକ୍ ବିକ୍ରି ନ…
Read More...

ରାମମନ୍ଦିର ଭୂମିପୂଜା ସମୟରେ ଆମେରିକାରେ ହେବ ରାଷ୍ଟ୍ରୀୟ ପ୍ରାର୍ଥନା

ୱାଶିଂଟନ: ଅଯୋଧ୍ୟାରେ ରାମମନ୍ଦିର ନିମନ୍ତେ ଆସନ୍ତା ୫ ତାରିଖରେ ହେବ ଭୂମି ପୂଜନ । ଏହି ଅବସରରେ ଉତ୍ତର ଆମେରିକାର ହିନ୍ଦୁ ମନ୍ଦିରଗୁଡ଼ିକରେ ଅନଲାଇନ ରାଷ୍ଟ୍ରୀୟ ପ୍ରାର୍ଥନା (Online National Anthem) ଆୟୋଜନ…
Read More...