Browsing Tag

UP NEWS

ମର୍ମନ୍ତୁଦ ଦୁର୍ଘଟଣା ; କାରକୁ ଧକ୍କା ଦେଲା ବସ୍‍, ୪ ମୃତ

ଔରିଆ : ଉତ୍ତରପ୍ରଦେଶ ସ୍ଥିତ ଔରିଆ ଜିଲାରେ ବେଲା-ବିଧୁନା ମାର୍ଗରେ ଶୁକ୍ରବାର ସକାଳେ କାର ଓ ରୋଡବେଜ୍‍ ବସ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି।…
Read More...

ଆମ୍ବୁଲାନ୍ସ ଓ କଣ୍ଟେନର ଧକ୍କା ; ସାତ ମୃତ

ବରେଲୀ : ଉତ୍ତରପ୍ରଦେଶର ବରେଲୀ ଜିଲାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ଘଟି ସାତ ଜଣଙ୍କ ଜୀବନ ଚାଲି ଯାଇଛି । ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଘଟଣା…
Read More...

ମହିଳାଙ୍କ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି

ଲଖନଉ : ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ପାଇଁ ଉତ୍ତରପ୍ରଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମହିଳା କର୍ମଚାରୀଙ୍କୁ ସେମାନଙ୍କ ଲିଖିତ ସହମତି ବିନା ପ୍ରାତଃ ୬ଟା ପୂର୍ବରୁ ତଥା…
Read More...

କଣ୍ଟେନର-କାର ଧକ୍କା ; ଚାଲିଗଲା ଚାରି ଜଣଙ୍କ ଜୀବନ

ବାରାବଙ୍କୀ : ଉତ୍ତରପ୍ରଦେଶ ସଫଦରଗଞ୍ଜ ଥାନା ଅର୍ନ୍ତଗତ ପହ୍ଲରୀ ଗାଁ ନିକଟରେ ଲଖନଉ-ଅଯୋଧ୍ୟା ହାଇୱେରେ ବୁଧବାର ଭୋର ୬ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।…
Read More...

କଣ୍ଟେନର-ସ୍କର୍ପିଓ ଧକ୍କା ; ଗୋଟିଏ ପରିବାରର ଦୁଇ ଶିଶୁ ସମେତ ପାଞ୍ଚ ମୃତ

ଲଖନଉ : ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। କଣ୍ଟେନର ଓ ସ୍କର୍ପିଓ ମଧ୍ୟରେ ଦୁର୍ଘଟଣା ଘଟି ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ…
Read More...

ଟେମ୍ପୋ –ବୋଲେରୋ ଧକ୍କା ; ଦୁଇ ଶିଶୁ ସମେତ ଆଠ ମୃତ

ଲଖନଉ : ଉତ୍ତରପ୍ରଦେଶର କାସଗଞ୍ଜ ଜିଲାରେ ମଙ୍ଗଳବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି।ପଟିୟାଲୀ ଥାନା ଅନ୍ତର୍ଗତ କାୟମଗଞ୍ଜ ମାର୍ଗରେ ଗାଁ ଅଶୋକପୁର ମୋଡ ନିକଟରେ ବୋଲେରୋ – ଟେମ୍ପୋ ମଧ୍ୟରେ ଧକ୍କା…
Read More...

ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ହତ୍ୟା ; ଜଣେ ଶିଶୁ ଜୀବିତ

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ପ୍ରୟାଗରାଜର ଥରବଇର ଖେବଜପୁର ଗାଁରେ ଗୋଟିଏ ପରିବାରର ୫ ଜଣଙ୍କୁ ଧାରୁଆ ଅସ୍ତ୍ରରେ…
Read More...

ବୋଲେରୋ-ବସ ଧକ୍କା ; ୬ ମୃତ

ଦେବରିୟା : ଉତ୍ତରପ୍ରଦେଶର ଦେବରିୟାରେ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ବୋଲେରୋ-ବସ ଧକ୍କା ହୋଇ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୬ ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨…
Read More...

ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି ; ୩ ମାସ ଯାଏଁ ମିଳିବ ମାଗଣା ରାସନ,ତେଲ

ଲଖନଉ : ଉତ୍ତରପ୍ରଦେଶରେ ଲଗାତାର ୨ୟ ଥର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ନେଇ ଐତିହାସିକ ବିଜୟ ହାସଲ କରିଛନ୍ତି ଯୋଗୀ ଆଦିତ୍ୟ ନାଥ। ଆଜି ହେଉଥିବା ପ୍ରଥମ କ୍ୟାବିନେଟ୍‍ ବୈଠକରେ ବଡଧରଣର ନିଷ୍ପତ୍ତି ନେଇଛନ୍ତି। କରୋନା…
Read More...

ଦୁଃଖଦ ; ଚକୋଲେଟ୍‍ ଖାଇବା ପରେ ଆଖି ବୁଜିଲେ ୪ ଶିଶୁ

କୁଶୀନଗର : ଚକୋଲେଟ୍‍ ନେଇ ଗଲା ୪ ଶିଶୁଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶୀନଗର ଜିଲାରେ। ଚକୋଲେଟ୍‍ ଖାଇବା ପରେ ୪ ଜଣଙ୍କ ଶିଶୁଙ୍କୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଚକୋଲେଟ୍‍ ରେ…
Read More...