Browsing Tag

UP

ପତି-ପତ୍ନୀ ଉଭୟ ସରକାରୀ ଚାକିରି କରିଥିଲେ ଜଣଙ୍କର ପଡ଼ିବ ନିର୍ବାଚନ ଡ୍ୟୁଟି

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ରେ ସରକାରୀ କର୍ମଚାରୀମାନଙ୍କ ଡ୍ୟୁଟିକୁ ନେଇ ନିର୍ଦେଶନାମା ଜାରି କରାଯାଇଛି। ପତିପତ୍ନୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ଦୁଇଜଣ ଯାକ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେବେନାହିଁ।…
Read More...

କେରଳ ବିସ୍ଫୋରଣ ପରେ ୟୁପିରେ ହାଇଆଲର୍ଟ

ଲକ୍ଷ୍ନୌ: କେରଳର ଏର୍ନାକୁଲମରେ କନ୍‌ଭେନ୍‌ସନ୍‌ ସେଣ୍ଟରରେ ବୋମା ବିସ୍ଫୋରଣ ପରେ ୟୁପିରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ୟୁପି ଏଟିଏସ୍ ଏବଂ ସମସ୍ତ ଜିଲାର ପୁଲିସକୁ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବା ସହ…
Read More...

ୟୁଟ୍ୟୁବରୁ ୧ କୋଟି ଟଙ୍କା ରୋଜଗାର କଲେ ଯୁବକ; ଚଢାଉ କଲା ଆୟକର ବିଭାଗ

ବରେଲୀ: ଉତ୍ତରପ୍ରଦେଶର ବରେଲୀ ସ୍ଥିତ ନୱାବଗଞ୍ଜ ଥାନା ଅନ୍ତର୍ଗତ ମିଲକ ପିଛୋଡ଼ା ଗ୍ରାମ ନିବାସୀ ତସ୍‌ଲିମଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଏହି ସମୟରେ ତାଙ୍କ ଘରୁ ୨୪ ଲକ୍ଷ ଟଙ୍କା ଜବତ ହୋଇଛି। ତସ୍‌ଲିମଙ୍କ…
Read More...

ୟୁପିରେ ପ୍ରଥମ ଥର ପାଇଁ ଚିହ୍ନଟ ହେଲା କରୋନାର କପ୍ପା ଭାରିଆଣ୍ଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି କରୋନାର କପ୍ପା ଭାରିଆଣ୍ଟ। ଗୁରୁବାର ଏହି ଭାରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଅପରପକ୍ଷରେ କରୋନା ଭୂତାଣୁର ନୂଆ ସ୍ୱରୂପ ଯେପରିକି, ଡେଲ୍ଟା,…
Read More...

ଉତ୍ତରପ୍ରଦେଶରେ ଏକାକି ନିର୍ବାଚନ ଲଢିବ ବିଏସପି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବହୁଜନ ସମାଜ ପାର୍ଟି (ବିଏସପି) ଏକାକି ଲଢିବ । ଦଳ ଉତ୍ତରପ୍ରଦେଶରେ ଏଆଇଏମଆଇଏମ ସହିତ ମେଣ୍ଟ କରୁଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଛି ତାହା ସଂପୂର୍ଣ୍ଣ ମିଛ ବୋଲି…
Read More...

ଉତ୍ତରପ୍ରଦେଶ ଧର୍ମାନ୍ତିକରଣ ସହିତ ଜାକିର ନାଏକ ସଂପୃକ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଧର୍ମ ପରିବର୍ତ୍ତନ ଘଟଣାରେ ଜାକିର ନାଏକ ସଂପୃକ୍ତ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଇସଲାମିକ ଦାୱାହ ସେଣ୍ଟର ଏ କ୍ଷେତ୍ରରେ ନାଏକଙ୍କ ସହଯୋଗୀ ସହିତ ଯୋଗାଯୋଗରେ ରହିଥିଲା ।…
Read More...

ତାଲାବନ୍ଦ ଯୋଗୁଁ ପରିବେଶ ନିର୍ମଳ: ଉତ୍ତରପ୍ରଦେଶରୁ ଦୃଶ୍ୟମାନ ହେଉଛି ହିମାଳୟ

ସାହରାନପୁର: ଗତବର୍ଷ ଠିକ୍‍ ଏହିଭଳି ଘଟିଥିଲା। କୋଭିଡ-୧୯ ସଂକ୍ରମଣ ଆରମ୍ଭ ହେବାପରେ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ସହିତ ଗାଡିମଟର, କଳକାରଖାନା ଆଦି ଦୀର୍ଘଦିନ ବନ୍ଦ ରହିଲା। ଏହାଦ୍ୱାରା ଦେଶର ଅନେକ ଜନବହୁଳ ସ୍ଥାନରେ…
Read More...

ଉତ୍ତର ପ୍ରଦେଶ ହାତ୍ରସରେ ବିଷାକ୍ତ ମଦ ପିଇ ୬ ମୃତ

ମଥୁରା: ଉତ୍ତର ପ୍ରଦେଶର ହାତ୍ରସ ଜିଲାରେ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ଅନ୍ୟ ବହୁ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଜଣେ ପୁଲିସ ଉପ ନିରୀକ୍ଷକ ଏବଂ…
Read More...

ଦେଶରେ ଶ୍ରେଷ୍ଠ ଯୋଗୀ, ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ : ସର୍ଭେ

ନୂଆଦିଲ୍ଲୀ : ପୁଣି ଥରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ। ଲଗାତାର ୪ର୍ଥ ଥର ପାଇଁ ସେ ଏହି ସଫଳତା ହାସଲ କରିଛନ୍ତି। ସେହିପରି ରାଜ୍ୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗାମ୍ଭୀର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଚାନ୍ଦା ଆଦାୟ କରାଯାଉଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗାମ୍ଭୀର ଏଥିରେ…
Read More...