Browsing Tag

Trump’s Visit

ଭାରତୀୟଙ୍କ ଆଦରରେ ମୁଁ ବିସ୍ମିତ: ଟ୍ରମ୍ପ

ନୂଆଦିଲ୍ଲୀ: ‘ଭାରତର ଯଶ, ଭାରତୀୟମାନଙ୍କର ଅସାଧାରଣ ଦୟାପୂର୍ଣ୍ଣ ମନୋଭାବ ଏବଂ ସେମାନଙ୍କ ଆଦରରେ ମେଲାନିଆ ଏବଂ ମୁଁ ବିସ୍ମିତ। ଆମେ ଆପଣମାନଙ୍କ ଦ୍ବାରା କରାଯାଇଥିବା ଅତି ଚମତ୍କାର ସ୍ବାଗତକୁ ସର୍ବଦା ମନେ ରଖିବୁ।’…
Read More...

ହାଇଦ୍ରାବାଦ ହାଉସରେ ମୋଦୀ-ଟ୍ରମ୍ପ ଆଲୋଚନା: ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି। ଦୁଇଦେଶର ପ୍ରତିନିଧି ପ୍ରତିରକ୍ଷା ଚୁକ୍ତି ଉପରେ ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତି ଫଳରେ ଆମେରିକା ଭାରତକୁ…
Read More...

ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଭାରତ ଗସ୍ତର ଦ୍ବିତୀୟ ଦିନରେ ନୂଆଦିଲ୍ଲୀର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗାନ୍ଧିଜୀଙ୍କ ସମାଧି ସ୍ଥଳରେ…
Read More...

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ଦଙ୍ଗା: ଜାଫରାବାଦରେ ସିଏଏ ସପକ୍ଷବାଦୀ-ବିପକ୍ଷବାଦୀଙ୍କ ଗୁଳିମାଡ଼, ମୌଜପୁରରେ…

ନୂଆଦିଲ୍ଲୀ: ପ୍ରାୟ ଦେଢ଼ ମାସ ପରେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ନେଇ ହିଂସା ସୃଷ୍ଟି ହୋଇଛି। ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ସୋମବାର ସିଏଏ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ମଧ୍ୟ​ରେ…
Read More...

ଭାରତର ହୃଦୟରେ ରହିଛି ଆମେରିକା, ଷ୍ଟାଚ୍ୟୁ ଅଫ ଲିବର୍ଟି ଓ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ନେଇ ଦୁଇଦେଶ ଗର୍ବିତ: ମୋଦୀ

ଅହମଦାବାଦ: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ବାଗତ କରିବା ସହିତ ବହୁ ପ୍ରଶଂସା କରିଥିଲେ।…
Read More...

ଭାରତ ଆମ ସହିତ ଭଲ ବ୍ୟବହାର କରିନି: ଟ୍ରମ୍ପ

ୱାଶିଂଟନ: ଆସନ୍ତା ୨୪ ତାରିଖରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କିଛି ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବା ଆଶା…
Read More...