Browsing Tag

Trump In India

ଭାରତ ସହ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ହେବ: ଟ୍ରମ୍ପ

ଅହମଦାବାଦ: ଆମେରିକା ଭାରତ ସହିତ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ୨ୟ ଦିନରେ ଏହି ଚୁକ୍ତି ହେବ ବୋଲି ଟ୍ରମ୍ପ ଅହମଦାବାଦରେ ଆୟୋଜିତ…
Read More...

ଟ୍ରମ୍ପଙ୍କୁ ଗାନ୍ଧିଜୀଙ୍କ ‘ତିନି ମାଙ୍କଡ଼’ ପ୍ରତିମୂର୍ତ୍ତି ଉପହାର

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତ ଗସ୍ତରେ ଆସି ଗୁଜରାଟର ଅହମଦାବାଦରେ ଥିବା ସାବରମତି ଆଶ୍ରମ ବୁଲିବାକୁ ଯାଇଥିଲେ, ଯେଉଁଠାରୁ ଗାନ୍ଧିଜୀ ତାଙ୍କର ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଏହି…
Read More...

ମେଲାନିୟାଙ୍କ ହାତ ଧରି ତାଜମହଲ ବୁଲି ଦେଖିଲେ ଟ୍ରମ୍ପ, ମୋବାଇଲ୍‌ରେ ଫଟୋ ଉଠାଇବାରେ ବ୍ୟସ୍ତ ରହିଲେ ଇଭାଙ୍କା

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଅହମଦାବାଦରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବା ସହିତ ମୋଟେରା ଷ୍ଟାଡିୟମରେ ଲକ୍ଷାଧିକ ଲୋକଙ୍କୁ ଉଦବୋଧନ ଦେବା ପରେ ତାଜମହଲ…
Read More...

ଜାଣନ୍ତୁ, ଏକ ଛୋଟ ସହରର ମଡେଲ କିପରି ହେଲେ ଆମେରିକାର ପ୍ରଥମ ମହିଳା

ସମାଜ ପୋର୍ଟାଲ ଡେସ୍କ(ବୈଜୟନ୍ତି ନାୟକ): ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିୟା ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେମାନଙ୍କ ଏହି…
Read More...

ମୋଦୀ, ଟ୍ରମ୍ପ ଓ ମେଲାନିୟାଙ୍କ ସହ ରେଡ୍ କାର୍ପେଟ୍‌ ରେ ଥିବା ଏହି ମହିଳା କିଏ?

ସମାଜ ପୋର୍ଟାଲ ଡେସ୍କ: ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିୟା ଦୁଇ ଦିନିଆ ଭାରତ ଗସ୍ତରେ ଆସି ସୋମବାର ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ…
Read More...

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ଦଙ୍ଗା: ଜାଫରାବାଦରେ ସିଏଏ ସପକ୍ଷବାଦୀ-ବିପକ୍ଷବାଦୀଙ୍କ ଗୁଳିମାଡ଼, ମୌଜପୁରରେ…

ନୂଆଦିଲ୍ଲୀ: ପ୍ରାୟ ଦେଢ଼ ମାସ ପରେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ନେଇ ହିଂସା ସୃଷ୍ଟି ହୋଇଛି। ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ସୋମବାର ସିଏଏ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ମଧ୍ୟ​ରେ…
Read More...

ଭାରତର ହୃଦୟରେ ରହିଛି ଆମେରିକା, ଷ୍ଟାଚ୍ୟୁ ଅଫ ଲିବର୍ଟି ଓ ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ନେଇ ଦୁଇଦେଶ ଗର୍ବିତ: ମୋଦୀ

ଅହମଦାବାଦ: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ବାଗତ କରିବା ସହିତ ବହୁ ପ୍ରଶଂସା କରିଥିଲେ।…
Read More...

ଟ୍ରମ୍ପ ଓ ତାଙ୍କ ପତ୍ନୀ ସାବରମତୀ ଆଶ୍ରମରେ ଚଲାଇଲେ ଚରଖା ; ପରିଦର୍ଶକ ପୁସ୍ତିକାରେ ମୋଦୀଙ୍କ ପ୍ରଶଂସା 

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିଆ, ଝିଅ ଓ ଜ୍ୱାଇଁଙ୍କ ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ଆଜି ଅହମଦାବାଦରେ ପହଞ୍ଚିବା ପରେ ସେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Read More...

ମୋଟେରା ଷ୍ଟାଡିୟମରେ ଶାହରୁଖ ଓ ଅମିତାଭଙ୍କୁ ମନେ ପକାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତ ଆସି ପ୍ରଥମେ ସାବରମତି ଆଶ୍ରମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମୋଟେରା ଷ୍ଟାଡିୟମରେ…
Read More...

ସଚିନ-କୋହଲିଙ୍କ ନାମ ନେଇ ଭାରତକୁ ପ୍ରଶଂସା କଲେ ଟ୍ରମ୍ପ, କରତାଳିରେ କମ୍ପିଲା ମୋଟେରା ଷ୍ଟାଡିୟମ

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦସ୍ଥିତ ମୋଟେରା ଷ୍ଟାଡିୟମରେ ଉଦବୋଧନ ଦେବା ସମୟରେ ଏହାକୁ ଦୁନିଆର ସବୁଠୁ ବଡ଼ ଷ୍ଟାଡିୟମ ବୋଲି କହିଥିଲେ। ଏହି ଅବସରରେ ସେ ଭାରତର ୨ ଶ୍ରେଷ୍ଠ କ୍ରିକେଟ…
Read More...