Browsing Tag

train

ଟ୍ରେନରୁ ଖସିଯାଉଥିବା ନାବାଳିକାକୁ ବଞ୍ଚାଇଲେ କନେଷ୍ଟବଳ

ଚେନ୍ନାଇ .-ଟ୍ରେନରୁ ଖସିଯାଉଥିବା ଜଣେ ନାବାଳିକାକୁ ଜଣେ ଆରପିଏଫ୍‌ କନେଷ୍ଟବଳ ଏସ୍‌ବି ଯୋଶ୍‌ ବଞ୍ଚାଇ ଦେବାର ଭିଡିଓ ଭାଇରାଲ ହୋଇଛି । ଏହାପରେ ସମସ୍ତେ କନେଷ୍ଟବଳଙ୍କର ଏହି ଭଲ କାମକୁ ବେଶ୍‌ ପ୍ରଶଂସା କରିଛନ୍ତି ।…
Read More...

ମାଲବାହୀ ଟ୍ରେନ ଲାଇନଚ୍ୟୁତ

କୋରାପୁଟ : କୋରାପୁଟ ଜୟପୁର-ଛତ୍ରିପୁଟ ମଧ୍ୟରେ ସୋମବାର ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନ ଚ୍ୟୁତ ହୋଇଛି। ଫଳରେ ଏହି ରୁଟର ହିରାଖଣ୍ଡ ଓ ରାଉରକେଲା-କୋରାପୁଟ ଦୁଇଟି ଏକ୍ସପ୍ରେସ ଅଟକି ରହିଛି। ଏହି କାରଣରୁ…
Read More...

ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ

ରାଉରକେଲା : ରାଉରକେଲା ଜିଲାର ମାଲଗୋଦାମ ନିକଟରେ ଏକ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଟ୍ରେନଟି ସିମେଣ୍ଟ ନେଇ ରାୟପୁରରୁ ପଶ୍ଚିମବଙ୍ଗ ଯାଉଥିଲା। ସେହି ସମୟରେ ଦୁଇଟି ବଗି ଟ୍ରାକ ଉପରେ ଲାଇନଚ୍ୟୁତ…
Read More...

ଫନି ପ୍ରଭାବ ପାଇଁ ରେଳସେବା ବାଧାପ୍ରାପ୍ତ ; ୭ଟି ଟ୍ରେନ ବାତିଲ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫନି ପାଇଁ ଜନଜୀବନ ଖୁବ ପ୍ରଭାବିତ ହେଉଛି। ବାତ୍ୟା ପ୍ରଭାବରେ ରେଳସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। କ୍ଷୟକ୍ଷତି କାରଣରୁ ପୂର୍ବରୁ ଟ୍ରେନ ବାତିଲ କରାଯାଇଥିବା ବେଳେ ମଙ୍ଗଳବାର ପୁଣି…
Read More...

ଟ୍ରାକରେ ଅଟକିଛି ମାଲଗାଡି, ଟ୍ରେନ ଚଳାଚଳ ବ୍ୟାହତ

କଲ୍ୟାଣସିଂହପୁର : ଯାନ୍ତ୍ରିତ ତ୍ରୁଟି ଯୋଗୁଁ କେଉଟଗୁଡା ଷ୍ଟେସନରେ ଏକ ମାଲଗାଡି ଅଟକି ରହିଛି ।  ଗୁରୁବାର ସକାଳେ କୋଇଲା ନେଇ ରାୟଗଡ଼ାରୁ ଦାମନଯୋଡ଼ିର ନାଲ୍‌କୋ ଅଭିମୁଖେ ଯାଉଥିବା ବେଳେ ଇଞ୍ଜିନ ଅଚଳ ହୋଇ ଟନେଲ୍…
Read More...

ବଗିକୁ ଛାଡି ପଳାଇଲା ଟ୍ରେନ ଇଞ୍ଜିନ, ମରାମତି ପରେ ଗଡ଼ିଲା

କଟକ : ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସ ଇଞ୍ଜିନ। ମଙ୍ଗଳବାର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ବରରୁ ନୂଆଦିଲ୍ଲୀ ଯାଉଥିବା ବେଳେ କାଠଯୋଡ଼ି ବ୍ରିଜ ଉପରେ ଏଭଳି ଘଟଣା ଘଟିଥିଲା। ଫଳରେ ବ୍ରିଜ ଉପରେ ବଗିଗୁଡ଼ିକ…
Read More...

ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ

ରାଉରକେଲା : ଏକ ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବନ୍ଧମୁଣ୍ଡା ଡି କ୍ୟାବିନ୍ ନିକଟରେ ଗାର୍ଡ ବଗି ସହ ୫ଟି ବଗି ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନ୍ ଚଳାଚଳ ବାଧା ପ୍ରାପ୍ତ ହୋଇଛି ।…
Read More...

ପେଥାଇ ପାଇଁ ଟ୍ରେନ ଉପରେ କଟକଣା

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ପେଥାଇ’ ପାଇଁ ରେଲୱେ କର୍ତ୍ତୁପକ୍ଷଙ୍କ ତରଫରୁ କିଛି ଟ୍ରେନ ଉପରେ କଟକଣା ଲାଗୁ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନକୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବା ବ୍ୟବସ୍ଥା ମଧ୍ୟ…
Read More...

ତିତଲି ପ୍ରଭାବ: ଟ୍ରେନ ବାତିଲ ଓ ସମୟ ପରିବର୍ତ୍ତନ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ତିତଲିର ଗତି ପରିବର୍ତ୍ତନ ସତ୍ତ୍ବେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ସ୍ଥିତି ସଙ୍ଗୀନ ହୋଇ ଉଠିଛି। ଟ୍ରେନ୍ ଲାଇନ ଉପରେ…
Read More...

ବିଦ୍ୟୁତ ତାର ଛିଣ୍ଡି ୩ଟ୍ରେନ ଅଟକିଲା

ରାୟଗଡା: ବିଦ୍ୟୁତ ତାର ଛିଣ୍ଡି ୩ଟ୍ରେନ ଅଟକି ରହିଛି। ରାୟଗଡା ଜିଲା କାଶୀପୁର ବ୍ଲକ ଭାଲୁମସ୍କା ଲିଲିଗୁମା ମଧ୍ୟରେ ଟ୍ରେନର ବିଦ୍ୟୁତ ତାର ଛିଣ୍ଡି ଯାଇଛି। ଏଥି ଯୋଗୁଁ ୩ଟି ଟ୍ରେନ ଅଟକି ରହିଛି। ହିରାଖଣ୍ଡ ଏକ୍ସପ୍ରେସ…
Read More...