Browsing Tag

TITLI

ତିତଲି ସମୀକ୍ଷା; ଆସନ୍ତା ସପ୍ତାହରେ ଓଡିଶା ଆସିବ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ’ତିତଲି’ ଓ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ସମୀକ୍ଷା ଜାରି ରହିଛି । ସେହିପରି ରିଲିଫ ବଣ୍ଟନ ଓ ପୁନରୁଦ୍ଧାର ନେଇ ଶନିବାର ପୁଣି ମୁଖ୍ୟ ଶାସନ ସଚିବ ଆଦିତ୍ୟ…
Read More...

ଘର ସହ ନଦୀରେ ୬ ଭାସିଯିବା ଘଟଣା; ଆଉ ଜଣଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ସାମୁଦ୍ରିକ ଝଡ଼ ’ତିତଲି’ ବନ୍ୟା ପାଣିରେ ଏକ ଘର ସହ ୬ ଜଣ ଲୋକ ଭାସି ଯାଇ ନିଖୋଜ ହୋଇଯାଇ ଥିବା ଘଟଣାରେ ଗୋଟିଏ ପରେ ଗୋଟିଏ ମୃତଦେହ ଉଦ୍ଧାର ହେବାରେ ଲାଗିଛି । ପୂର୍ବରୁ ୩ଟି ମୃତଦେହ ଉଦ୍ଧାର ହୋଇଥିବା…
Read More...

ତିତଲି କ୍ଷୟକ୍ଷତି ପାଇଁ ୨୭୭୦ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର : ତିତଲି ପ୍ରଭାବରେ ବିଭିନ୍ନ ବିଭାଗରେ ହୋଇଥିବା କ୍ଷୟକ୍ଷତିର ମୁକାବିଲା ପାଇଁ ରାଜ୍ୟ ସରକାର ୨୭୭୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏନେଇ ସେମାବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ…
Read More...

‘ତିତ୍‍ଲି’ପୁନରୁଦ୍ଧାର ସମୀକ୍ଷା : ୪ଦିନ ଭିତରେ ସବୁ ଉପଭୋକ୍ତାଙ୍କୁ ମିଳିବ ବିଜୁଳି : ଶକ୍ତି ସଚିବ

ଭୁବନେଶ୍ୱର : ତିତ୍‍ଲି ପ୍ରଭାବ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗଜପତି, ଗଞ୍ଜାମ, କନ୍ଧମାଳ ଓ ରାୟଗଡା ଜିଲାରେ ୯ଲକ୍ଷରୁ ଅଧିକ ଉପଭୋକ୍ତା ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହୋଇଥିବାବେଳେ ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ…
Read More...

ତିତଲି ନେଇଛି ୨୬ ଜୀବନ: ଏସଆରସି

ଭୁବନେଶ୍ବର: ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଜନିତ  ମୃତ୍ୟୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ସରକାର ଆଜି ସ୍ପଷ୍ଟୀକରଣ ରଖିଛନ୍ତି । ତିତଲୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। …
Read More...

ତିତଲି ପ୍ରଭାବରେ ଶତାଧିକ ପରିବାର ଜଳବନ୍ଦୀ

ନୀଳଗିରି: ନୀଳଗିରିରେ ଶତାଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ତିତଲି ପ୍ରଭାବରେ ବାଲେଶ୍ବର ଜିଲା ଅଧୀନ ନୀଳଗିରି ଉପଖଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ହେଉଥିବା ଯୋଗୁଁ ସହରର ଗୁଡିଖାଣିଆ, ଘଟଘରସାହି, ବରିସାହି,…
Read More...

ସୋର ଅଞ୍ଚଳରେ ତିତଲିର ତାଣ୍ଡବ

ବାଲେଶ୍ବର : ସୋରରେ ତିତଲିର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ଭୋରୁ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା କାରଣରୁ କାଂଶବାଂଶ ନଦୀର ଜଳ ପତନ ବଢିବାରେ ଲାଗିଛି। ତଳିଆ ଅଞ୍ଚଳରେ ଚାଷ ଜମିରେ ପାଣି…
Read More...

୧୯ ଜିଲାପାଳଙ୍କୁ ସତର୍କତା ; ୪ଜିଲାର ସ୍କୁଲ, କଲେଜ, ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର : ବାତ୍ୟା ‘ତିତ୍‍ଲି’ ଭୟଙ୍କର ରୂପ ନେବାର ସମ୍ଭାବନା ଥିବାରୁ ଏଥିରେ ଅଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି…
Read More...

ଉଗ୍ର ହେଉଛି ‘ତିତ୍‍ଲି’ ;୧୧ ତାରିଖ ସକାଳେ ଛୁଇଁବ ସ୍ଥଳଭାଗ

 ୧୯ ଜିଲାପାଳଙ୍କୁ ସତର୍କ ସୂଚନା ଜାରି ଭୁବନେଶ୍ୱର : ଭୟଙ୍କର ରୂପ ନେଉଛି ବାତ୍ୟା ‘ତିତ୍‍ଲି’। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ତୀବ୍ର ଅବପାତ ରୂପ ନେଇଥିବା ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମରେ ଘଣ୍ଟାକୁ ୧୦କିମି…
Read More...