Browsing Tag

titilagarh news

ନାମାଙ୍କନ ପତ୍ରରେ ତ୍ରୁଟିକୁ ନେଇ ଉତ୍ତେଜନା, ବ୍ୟାପକ ପୁଲିସ ମୁତୟନ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଖୋଲାନ ପଞ୍ଚାୟତରେ ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ ବେଳେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି  ।  ଖବର ପାଇ ଟିଟିଲାଗଡ଼ ଅତିରିକ୍ତ ଜିଲା ପୁଲିସ ଅଧିକ୍ଷକ ସୁରେନ୍ଦ୍ରନାଥ ଶତପଥୀ,…
Read More...

ସଡ଼କ ଦୁର୍ଘଟଣାରେ ନାବାଳକ ମୃତ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଳକ ତଥା ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ନିକଟରେ ଖରିଆର ଭାବାନୀପାଟଣା ରାସ୍ତାରେ ବାଇକ ଏବଂ ଏକ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ବାଇକ ଏବଂ ଏକ ବୋଲେରୋ…
Read More...

ଶାଗନାମୁଣ୍ଡା ଗାଁରେ ସାହାରା ବିରୋଧୀ ମେଳି

ଟିଟିଲାଗଡ଼ :  ଟିଟିଲାଗଡ଼ ବ୍ଳକ ଶାଗନାମୁଣ୍ଡା ଗ୍ରାମରେ ସାହାରା କମ୍ପାନୀ ବିରୁଦ୍ଧରେ ସାଗନାମୁଣ୍ଡା, ଜାମଜୋର, ପୁଡାପଦର, ଘଣ୍ଟବାହାଳି, ମହଡା, ଲୁଥୁରବନ୍ଧ ଗ୍ରାମବାସୀଙ୍କ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି ।…
Read More...

ମମିତାଙ୍କ ଘରେ ପହଁଚିଲେ କଂଗ୍ରେସ ନେତା

ଟିଟିଲାଗଡ : ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟାକ୍ଷା ମମିତା ମେହେରଙ୍କ ହତ୍ୟା ପରେ ତାଙ୍କ ଗାଁ ଝରନିକୁ ଆଜି କଂଗ୍ରେସ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁର୍ଜେ୍ୱାଲା, ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଚେଲା…
Read More...

ମମିତାଙ୍କ ଗାଁରେ ବିଜେପିର ବାଇକ ଶୋଭାଯାତ୍ରା

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ତୁରକେଲା ଥାନା ଝରନି ଗ୍ରାମର ମମିତା ମେହେରଙ୍କ ହତ୍ୟା ମାମଲାରେ ବିଜେପିର ବାଇକ ଶୋଭାଯାତ୍ରା । ମମିତାଙ୍କୁ ବିଦ୍ୟାଳୟ ମାଲିକ ଗୋବିନ୍ଦ ସାହୁ ଏବଂ ତାହାର ଗାଡି ଚାଳକ…
Read More...

ଟିଟିଲାଗଡ଼ ସୀମା ସିଲ

ଟିଟିଲାଗଡ଼ :  ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ତୁରକେଲାର ଜଣେ ଯୁବତୀ ନିଖୋଜ ଘଟଣା ନେଇ ବଲାଙ୍ଗୀର ଜିଲା ପୁଲିସ ଅଧିକ୍ଷକ ନିତିନ କୁଶଲକର ଆଜି ଦିନ ତମାମ ଟିଟିଲାଗଡ଼ରେ ଉପସ୍ଥିତ ରହି ତନାଘନା ଚାଲିଥିବା ଆଲୋଚନାର ବିଷୟ…
Read More...

ସଇଁତଲା ପଞ୍ଚାୟତକୁ ମରୁଡି ଘୋଷଣା ଦାବିରେ ବିକ୍ଷୋଭ

ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଳା ବ୍ଲକ ସଇଁତଲା ପଞ୍ଚାୟତକୁ ମରୁଡି ଦାବିରେ ଚାଷୀ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଇଁତଲା ସରପଞ୍ଚ ଭୀମସେନ ସ୍ୱାଇଁ, ଓକିଲ ସଙ୍ଘ…
Read More...

ଜନ୍ମଦିନରେ ମନେ ପଡିଲେ ଅଭିମନ୍ୟୁ

ଟିଟିଲାଗଡ଼ : ଟିଟିଲାଗଡ଼ ବିଜେଡି ପକ୍ଷରୁ  ସ୍ବର୍ଗତ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଭିମନ୍ୟୁ ସାହୁଙ୍କ ଆଜି ୫୨ତମ ଜନ୍ମ ଦିବସ ପାଳନ ହୋଇଛି । ଟିଟିଲାଗଡ଼ ଅଞ୍ଚଳର ବିକାଶ ତଥା ବିଜେଡିର ସଂଗଠନକୁ ମଜଭୁତ କରିବାରେ…
Read More...

ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିର ଆକ୍ରମଣରେ ଜଣେ ଗୁରୁତର

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଆନ୍ତର୍ଲା ଗ୍ରାମରେ ଜଣେ ବୃଦ୍ଧା ସମେତ ଦୁଇ ଜଣକୁ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିର ଆକ୍ରମଣ ଘଟଣା ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଗ୍ରାମର ଜୈନିକ…
Read More...

ଟିଟିଲାଗଡ଼ ନିକଟରେ ବାଇକରୁ ଗଞ୍ଜେଇ ଜବତ

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ ତରସିଂହା ଗ୍ରାମ ନିକଟରେ ଜାତୀୟ ରାଜପଥ ୫୯ରେ ଆଜି ସକାଳୁ ଦୁର୍ଘଟଣା ଗ୍ରସ୍ତ ଏକ ବାଇକରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଛି। ସ୍ଥାନୀୟଲୋକେ ଜଣକୁ ଧରି ପୁଲିସରେ ଜିମା…
Read More...