Browsing Tag

tiger skin sized

ବାଘଛାଲ ଜବତ ; ୨ ଗିରଫ

ଦେବଗଡ : ଦେବଗଡ ଜିଲା ବାରକୋଟ ଅନ୍ତର୍ଗତ ବଣାଇ ଛକରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଛି। ଛାଲ ବିକ୍ରି ପାଇଁ ଡିଲ କରାଯାଉଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ଟିମ ବିଶେଷ…
Read More...

ରାଜଧାନୀରୁ ବାଘଛାଲ ଜବତ ; ଜଣେ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଥିବା ମଙ୍ଗଳବାର ଜଣାପଡ଼ିଛି। ଏହି ଘଟଣାରେ  ଜଣଙ୍କୁ  ଗିରଫ ମଧ୍ୟ କରାଯାଇଛି। ଉକ୍ତ ବାଘ…
Read More...