Browsing Tag

thakurmunda news

ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇଲା ଉପଖଣ୍ଡ ଡ୍ରାଇଭର ମହାସଂଘ

ଠାକୁରମୁଣ୍ଡା: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇ କରଞ୍ଜିଆ, ଠାକୁରମୁଣ୍ଡା, ଜଶିପୁର, ସୁକୃଳି, ରରୁଆଁ ବ୍ଲକର ଡ୍ରାଇଭର ସଂଘ ସକାଳୁ ସକାଳୁ ବିଭିନ୍ନ ଜାଗାରେ ଶାନ୍ତି ଶୃଙ୍ଖଳାର…
Read More...

ବିଭିନ୍ନ ସମସ୍ୟା ନେଇ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଆଦିବାସୀ , ହରିଜନ ବିଭାଗ ଦ୍ଵାରା ପରିଚାଳିତ କେଶଡ଼ିହା ଆଶ୍ରମସ୍କୁଲର ଦେଖା ଦେଇଛି ବିଭିନ୍ନ ସମସ୍ୟା । ଏଇ ସମସ୍ୟାର ସମାଧାନ ପାଇଁ ଆଜି ସକାଳ ୯ ଟା ବେଳୁ…
Read More...

ବିଲକୁ ଯାଉଥିଲେ ଦମ୍ପତି ; ଆକ୍ରମଣ କଲା ଭାଲୁ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତ କାଶୀବେଡା ଗ୍ରାମରେ ଶୁକ୍ରବାର ସକାଳେ ଏକ ଭାଲୁ ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଘଟଣାସ୍ଥଳରୁ…
Read More...

୧୦ କେଜି କୁଟୁରା ମାଂସ ସହ ସ୍କୁଟି ଜବତ ; ଜଣେ ଗିରଫ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା- ଉଦଳା ରାସ୍ତାର ମାଙ୍କଡ଼ବେଡା ନିକଟରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଠାକୁରମୁଣ୍ଡା ଓ ଚମ୍ପାଝର ବନବିଭାଗ ପକ୍ଷରୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ କେଜି କୁଟୁରା ମାଂସ  ଜବତ…
Read More...

ଲଗାଣ ବର୍ଷା ; ଡଙ୍ଗାଡିହା ଗ୍ରାମର ୪ ଜଣଙ୍କର ଭୁଶୁଡ଼ିଲା ଘର କାନ୍ଥ

ଠାକୁରମୁଣ୍ଡା : କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇ ଥିବା ଲଘୁଚାପ ଜନିତ ବର୍ଷା କାରଣରୁ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମରେ ଅନେକ ଲୋକଙ୍କ ଘରର କାନ୍ଥ…
Read More...

ବେଆଇନ କାଠ ଚାଲାଣ ; ଗାଡ଼ି ଜବତ, ଜଣେ ଗିରଫ

ଠାକୁରମୁଣ୍ଡା: ବେଆଇନ କାଠ ଚାଲାଣ ବେଳେ କାଠ ଗାଡ଼ି ଜବତ ହେବା ସହ ଜଣଙ୍କୁ ଗିରଫ କରାଯାଇଛି।  ଏପରି ଘଟଣା ସାମ୍ନାକୁ ଆସିଛି ମୟୁରଭଂଜ ଜିଲ୍ଲାର ସାତକୋଶିଆ ରେଞ୍ଜ ଅଞ୍ଚଳରୁ । ଗତକାଲି ବିଳମ୍ବିତ ରାତିରେ ସାତକୋଶିଆ…
Read More...

ବେଆଇନ ବାଲି ଚାଲାଣ ; ଗାଡି ଅଟକାଇ ପୁଲିସ ଜିମା ଦେଲେ ଗ୍ରାମବାସୀ

ଠାକୁରମୁଣ୍ଡା: ବେଆଇନ ବାଲିଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ୮ଟି ହାଇୱ। ଅଟକାଇ ଘାଗରବେଡା ପୁଲିସ ଜିମା ଦେଲେ ଗ୍ରାମବାସୀ । ମୟୁରଭଞ୍ଜ ଜିଲ୍ଲା ରରୁଆଁ ତହସିଲ ଅନ୍ତର୍ଗତ ଓଡିଶା ଝାରଖଣ୍ଡ ସୀମାର ଥିବା କଙ୍ଗିରା…
Read More...

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଠାକୁରମୁଣ୍ଡା: ଠାକୁରମୁଣ୍ଡା ଜଗନ୍ନାଥ ମନ୍ଦିର ପରିସରରେ ଆସନ୍ତା ଘୋଷ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା କମିଟିର ସଭାପତି ତଥା କରଞ୍ଜିଆ ଉପଜିଲ୍ଲାପାଳଙ୍କ…
Read More...

ହାତୀ ଆକ୍ରମଣରେ ମହିଳା ମୃତ 

ଠାକୁରମୁଣ୍ଡା : ହାତୀ ଆକ୍ରମଣରେ ମହିଳା ମୃତ । ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସରଭାଡ଼ି ଗ୍ରାମରୁ । ଆଜି ସକାଳ ୧୦ ଘଟିକା ସମୟରେ ସେହି ଗ୍ରାମର ରାଜେନ୍ଦ୍ର ନାଏକ…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଠାକୁରମୁଣ୍ଡା:  ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତର ଏଦେଲବେଡା ଗ୍ରାମରେ ଭାଲୁ ଆକ୍ରମଣରେ ସେହି ଗ୍ରାମର ମଧୁସୂଦନ କାଣ୍ଡେଆନ୍…
Read More...