Browsing Tag

telecom

ଆସନ୍ତା ବର୍ଷ ଦେଶରେ 5G ସେବା ପାଇଁ ପ୍ରସ୍ତୁତି, ପୁରୁଣା ଆଇନ ପରିବର୍ତ୍ତନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ - ୨୦୨୨ ମସିହାର ଶେଷ ବେଳକୁ ଭାରତରେ 5G ଲଞ୍ଚ୍‌ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶ୍ୱର ୫୨ଟି ଦେଶରେ ଏହି ସେବା ଆରମ୍ଭ ହୋଇ ସାରିଲାଣି । ଏଥିରେ ଇଣ୍ଟରନେଟ୍‌ ସ୍ପିଡ୍‌ ବୃଦ୍ଧି ପାଇବ ।…
Read More...

ଟେଲିକମ କମ୍ପାନୀ ପୈଠ କରିବେ ବକେୟା ଏଜିଆର, ସୁପ୍ରିମକୋର୍ଟ ଦେଲେ ୧୦ ବର୍ଷ ମହଲତ

ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଜି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ ବକେୟା ଏଜିଆର ବା ଆଡ଼ଜଷ୍ଟେଡ଼ ଗ୍ରାସ ରେଭିନ୍ୟୁ ରାଶି ପୈଠ କରିବା ପାଇଁ ୧୦ ବର୍ଷ ମହଲତ ଦେଇଛନ୍ତି। କେନ୍ଦ୍ର ସରକାରଙ୍କୁ ଏଜିଆର…
Read More...