Browsing Tag

suando

ବିଶ୍ବାସକୁ ଆଧାର କରି ଯୋଗୀ ପରମ୍ପରା

ସୁଆଣ୍ଡୋ : ଟିକା ଗୋବିନ୍ଦଚନ୍ଦ୍ର ବହିର ଭଜୁ କିନା ରାମ ନାମରେ କୁମର --- ଗୀତ ଗାଇ ଗାଁ ଦାଣ୍ଡରେ ଚାଲୁଥିବା ଯୋଗୀମାନଙ୍କ ପ୍ରତି ଏବେ ବି ଜନମାନସରେ ଅକୁଣ୍ଠ ବିଶ୍ୱାସ ରହିଛି। ଗୀତ ଶୁଣି ଘର ଭିତରୁ ଦଉଡି ଆସନ୍ତି ମାଆ,…
Read More...

କରୋନା ଉଜାଡି ଦେଲା ଚାଷୀଙ୍କ ଫସଲ

ସୁଆଣ୍ଡୋ : ମହାମାରୀ କରୋନା ଯୋଗୁଁ ଆଜି ଚାଷୀର ଫସଲ ଉଜୁଡି ଯାଇଛି। ଫସଲ ବିକ୍ରି ହୋଇ ନ ପାରିବାରୁ କ୍ଷେତରେ ପଡି ନଷ୍ଟ ହେଉଛି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଲକ ଡାଉନ ଯୋଗୁ  ଗାଡି ମଟର ଚାଲୁନି। ପରିବା…
Read More...

ସାକ୍ଷୀଗୋପାଳ ବଜାରରେ ସାମାଜିକ ଦୂରତା ରକ୍ଷା କର ; ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

ସୁଆଣ୍ଡୋ : କରୋନା ସଂକ୍ରମଣର ଭୟାବହତାକୁ ନେଇ ଏବେ ଆକ୍ସନ ମୁଡ୍ ରେ ପୁରୀଜିଲା ସତ୍ୟବାଦୀ ବ୍ଲକ ପ୍ରଶାସନ। ସାକ୍ଷୀଗୋପାଳ ବଜାରରେ ବ୍ୟବସାୟୀମାନେ ନିଜେ  ସମ ଦୂରତା ରକ୍ଷା କରି ବ୍ୟବସାୟ କରିବା ପାଇଁ ଚେତାବନୀ…
Read More...

ହାଇମାଷ୍ଟ ଆଲୋକରେ ଝଲସିଲା ଉତ୍କଳମଣିଙ୍କ ଜନ୍ମପୀଠ

ସାଖୀଗୋପାଳ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ଏବେ ହାଇମାଷ୍ଟ ଆଲୋକରେ ଝଲସୁଛି। ୫ଟି ସଚୀବ ଭି.କେ ପାଣ୍ଡିଆନଙ୍କ ଗସ୍ତ ପରେ ସୁଆଣ୍ଡୋ ଅଞ୍ଚଳର ବିଭିନ୍ନ ସ୍ଥାନରେ ହାଇମାଷ୍ଟ ଆଲୋକ ବ୍ୟବସ୍ଥା କରାଯାଇଛି। ସୁଆଣ୍ଡୋ…
Read More...

ପରିଣତ ବୟସର କମାର ; ବଞ୍ଚାଇ ରଖିଛନ୍ତି କୌଳିକ ବୃତ୍ତି

ସୁଆଣ୍ଡୋ : ଗାଁ ଗହଳିରେ ସମର୍ଥ ଯୁବକ କାମଧନ୍ଦା ନକରି ଛକ ସ୍ଥାନରେ ଆଡ୍ଡା ମାରୁଥିବା ବେଳେ ପୁରୀ ଜିଲାର ସତ୍ୟବାଦୀ ଅନ୍ତର୍ଗତ ବାଇଁଶିବାଡି ଗ୍ରାମର ରାମ ମହାରଣା ପରିଣତ ବୟସରେ ନିଜ କମାରଶାଳକୁ ବେଉସାରେ ପରିଣତ…
Read More...

ଅବଲୁପ୍ତ କଳା ଜଉ କଣ୍ଢେଇ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୟୁରଭଞ୍ଜ ମହାରାଜା

ସୁଆଣ୍ଡୋ: ଅବଲୁପ୍ତ ବାଲେଶ୍ୱରୀ ଲୋକକଳା ଜଉ କଣ୍ଢେଇ ଶିଳ୍ପୀ କେଶୁ ଦାସଙ୍କୁ ମୟୁରଭଞ୍ଜ ମହାରାଜା ସମ୍ବର୍ଦ୍ଧିତ କରିଛନ୍ତି । ମୟୁରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ବେଲଗଡିଆ ସ୍ଥିତ ରାଜ ପ୍ରାସାଦରେ ଚାରିଦିନ ଧରି ଏହି…
Read More...

ଇଏ କୌଣସି ସାଧୁ ସନ୍ଥ ନୁହଁନ୍ତି ; ଜଣେ ଖିଆଲି ମଣିଷ

ସୁଆଣ୍ଡୋ: ପ୍ରତି ମଣିଷର ଅଲଗା ରୁଚି ବା ଖିଆଲ ରହିଥାଏ । ସବୁ ସମୟରେ ମଣିଷ ନିଜକୁ ଦୁନିଆଁ ଆଗରେ ନିଜକୁ ଭିନ୍ନ  ମଣିଷ ଭାବେ ପରିଚିତ କରିବା ପାଇଁ ଉଦ୍ୟମ କରି ଚାଲିଥାଏ । ସେହିପରି ଜଣେ ଖିଆଲି ମଣିଷ ହେଉଛନ୍ତି ପୁରୀ…
Read More...

ସାକ୍ଷୀଗୋପାଳ ମନ୍ଦିରରେ ବଡଏକାଦଶୀ; ବରଷକେ ଥରେ ଚୁଡାଘଷା ଭୋଗ

ସୁଆଣ୍ଡୋ: କାର୍ତ୍ତିକମାସ ବଡ ଏକାଦଶୀରେ ବର୍ଷକେ ଥରେ ସତ୍ୟବାଦୀ ସାକ୍ଷୀଗୋପୀନାଥଙ୍କୁ ଚୁଡାଘଷା ଭୋଗ ଲାଗି କରା ଯାଇଥାଏ । ଶ୍ରୀ ଗୋପାଳ ପଶ୍ଚାଞ୍ଚଳର ଠାକୁର ହୋଇଥିବାରୁ ବର୍ଷ ତମାମ ତାଙ୍କ ନିକଟରେ ଗହମଜାତ ପଦାର୍ଥରୁ…
Read More...

ସତ୍ୟବାଦୀର ଦୁଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଗୋପବନ୍ଧୁ ଜ୍ୟୋତି ଯାତ୍ରା ଅବସରରେ ସମ୍ବର୍ଦ୍ଧନା

ସୁଆଣ୍ଡୋ: ଗୋପବନ୍ଧୁ ଜ୍ୟୋତି ଯାତ୍ରା ଅବସରରେ ମଙ୍ଗଳବାର ପୁରୀରେ ସତ୍ୟବାଦୀବ୍ଲକର ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ୟ୍ୟରତ ଥିବା ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ଦେବୀ ଓ…
Read More...

ଶିକ୍ଷା ଅଧିକାରୀଙ୍କ ଉଦାସୀନତା, ଗୋପବନ୍ଧୁ ଜୟନ୍ତୀ ପୁରସ୍କାରରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ  

ସୁଆଣ୍ଡୋ: ଆଜକୁ ୫୬ ବର୍ଷ ଧରି ଗୋପବନ୍ଧୁ ଜୟନ୍ତୀ ସୁଆଣ୍ଡୋରେ ପାଳନ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। କୃତକାର୍ୟ୍ୟ ହୋଇଥିବା…
Read More...