Browsing Tag

strike

ସରକାରଙ୍କ ବୈମାତୃକ ମନୋଭାବ ; ବିସ୍ଥାପିତଙ୍କ ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଅନ୍ତର୍ଗତ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ବଙ୍ଗଳା ପ୍ରାଙ୍ଗଣରେ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମିତିର…
Read More...

ରାସ୍ତା ପାଇଁ ରାସ୍ତାରୋକ

ଟିଟିଲାଗଡ଼ : ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମବାସୀ ରାସ୍ତା ପାଇଁ ଆଜି ବଲାଙ୍ଗିର ଟିଟିଲାଗଡ ରାସ୍ତାକୁ ଅବରୋଧ କରିଥିଲେ। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗାଁର ଶ୍ମଶାନ ଏବଂ ଚାଷ ଜମିକୁ ଯିବା ରାସ୍ତାକୁ…
Read More...

କରୁଆମୁଣ୍ଡା ଗ୍ରାମ ପଞ୍ଚାୟତର ଚାଷୀମାନଙ୍କର ଗଣଧାରଣା

କଂଟାବାଂଜି : ଗତ ୨୦୧୯-୨୦ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମାର କୃଷି ବୀମାରାଶି ପାଇ ନ ଥିବା ଦାବିରେ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଚାଷିମାନେ ଗଣ ଧାରଣା ଦେଇଛନ୍ତି। ତୁରେକେଲା ବ୍ଲକ କରୁଆଁମୁଣ୍ଡା ପଂଚାୟତର…
Read More...

ରିଲିଫ୍‍ ଦାବିରେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପିପିଲି : ପିପିଲି ବ୍ଲକ ହାଟସାହି ପଞ୍ଚାୟତ ଅନ୍ତର୍ଗତ ଭୋଇଗୁଣ ଗ୍ରାମର ବନ୍ୟା ବିପନ୍ନଙ୍କୁ ରିଲିଫ୍‍ ପ୍ରଦାନରେ ପାତରଅନ୍ତର କରାଯାଇଥିବା ଅଭିଯୋଗ କରି ଆଜି ବିପନ୍ନମାନେ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
Read More...

ସାର ପାଇଁ ସଂଘର୍ଷ : କୃଷି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବୌଦ୍ଧ : ଦୁଇଦିନ ତଳେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରି ଜିଲାରେ ସାର କଳାବାଜର କରୁଥିବା ସମବାୟ ସମ୍ପାଦକ ଓ ରିଟେଲରମାନଙ୍କ ଉପରେ ଚଢାଉ କରାଯାଇଥିଲେ ମଧ୍ୟ…
Read More...

ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ୪ ଘଣ୍ଟା ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଟିଟିଲାଗଡ: ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଗୁଲମି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି କରି ଅଭିଭାବକ ଏବଂ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଛନ୍ତି। ତାଙ୍କ ବଦଳି ଦାବିରେ ଅଭିଭାବକ ଓ…
Read More...

ସ୍ଥାନୀୟ ବ୍ୟକ୍ତିଙ୍କୁ ଟୋଲ ଗେଟ୍ କର୍ମଚାରୀଙ୍କ ମାଡ ଘଟଣା; ଟୋଲ ଗେଟ୍ ଉଚ୍ଛେଦ ଦାବି ଆନ୍ଦୋଳନ

ବ୍ରଜରାଜନଗର: ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଟୋଲ କର୍ମଚାରୀ ମାଡ଼ ମାରିବା ଘଟଣା ଆନ୍ଦୋଳନର ରୂପ ଧାରଣ କରିଛି। ଗୁରୁବାର ଗାନ୍ଧିଛକ ଟୋଲ ଗେଟରେ ଟୋଲ କର୍ମଚାରୀମାନେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ଏହାର…
Read More...

ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ; ସାମିଲ ହେଲାନି ଏସବିଆଇ

ଭୁବନେଶ୍ୱର: ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଉଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗଡୁକର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ଏହି ଧର୍ମଘଟର ଆହ୍ବାନ ଦିଆଯାଇଛି। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ…
Read More...

ସୁନ୍ଦରଗଡ଼ରେ ୬ ଘଣ୍ଟିଆ ବନ୍ଦ ପାଳନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମଓ)ଙ୍କୁ ନିଲମ୍ବନ ପ୍ରତିବାଦରେ ସୋମବାର ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଉଛି। ନିଲମ୍ବନକୁ ବିରୋଧ କରାଯିବା ସହ…
Read More...

ବୋଲେରୋ ଚୋରକୁ ଧରିବା ଦାବିରେ ରାସ୍ତାରୋକ

ବାଲେଶ୍ୱର : ବାଲେଶ୍ୱର ଜିଲା କଷାଫଳ ଥାନା ଅନ୍ତର୍ଗତ ପରିଖି ଛକରେ ବୋଲେରୋ ଚୋରକୁ ଗିରଫ ଦାବିରେ ଗୁରୁବାର ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସୂଚନା ଅନୁଯାୟୀ, କିଛି ଦିନ ତଳେ ପରିଖି ଅଞ୍ଚଳରେ  ଜଣେ ବ୍ୟକ୍ତିଙ୍କ…
Read More...