Browsing Tag

sonu sood

ସୋନୁ ସୁଦଙ୍କ ନାଁରେ ଚାଲିଛି ନକଲି କୋଭିଡ଼୍-୧୯ ଦାନ ଅଭିଯାନ, ସତର୍କ କରାଇଲେ ଅଭିନେତା

ମୁମ୍ବଇ: ଅଭିନେତା ସୋନୁ ସୁଦଙ୍କ ନାଁକୁ ବ୍ୟବହାର କରି ନକଲି ସଙ୍ଗଠନ ଦ୍ୱାରା ଚାନ୍ଦା ଆଦାୟ କରାଯାଉଛି। ଏନେଇ ସୋନୁ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ଅଭିନେତା…
Read More...

କରୋନାରୁ ସୁସ୍ଥ ହେବା ପରେ ଉଡ଼ିଯାଇଛି ସୋନୁ ସୁଦ୍‌ଙ୍କ ନିଦ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସୋନୁ ସୁଦ୍ କରୋନାରୁ ସୁସ୍ଥ ହୋଇ ଲୋକଙ୍କ ସାହାଯ୍ୟ ପାଇଁ ପୁଣି ଆଗେଇ ଆସିଛନ୍ତି। ଶନିବାର ଅଭିନେତା ଟ୍ବିଟ୍ କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ଯେ, ସେ କୋଭିଡ଼୍-୧୯ ଯୁଦ୍ଧରେ ଲଢେଇ…
Read More...

କରୋନା କବଳରେ ସୋନୁ ସୁଦ୍‌: କହିଲେ- ଚିନ୍ତା କରନ୍ତୁ ନାହିଁ, ଆପଣମାନଙ୍କ ସହାୟତା ପାଇଁ ଏବେ ଅଧିକ ସମୟ ମିଳିଲା

ମୁମ୍ବଇ: ଅଭିନେତା ସୋନୁ ସୁଦ୍‌ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୋନୁ ସୂଚନା ଦେଇଛନ୍ତି। ସେ ଏବେ ହୋମ୍‌ କ୍ବାରେଣ୍ଟାଇନରେ ଅଛନ୍ତି। ସେ କରୋନା ସଂକ୍ରମିତ ହେବା…
Read More...

ସ୍ପାଇସ୍‌ ଜେଟ୍‌ ପକ୍ଷରୁ ସୋନୁ ସୁଦଙ୍କୁ ସ୍ବତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ: ସ୍ବତନ୍ତ୍ର ସମ୍ମାନ ପାଇଲେ ଅଭିନେତା ସୋନୁ ସୁଦ। କରୋନା କାଳରେ ତାଙ୍କ ମହତ କାର୍ଯ୍ୟ ପାଇଁ ଘରୋଇ ବିମାନ କମ୍ପାନୀ ସ୍ପାଇସ ଜେଟ୍ ପକ୍ଷରୁ ସୋନୁଙ୍କୁ ଖାସ୍‌ ଉପାୟରେ ସମ୍ମାନିତ କରାଯାଇଛି। ସ୍ପାଇସ ଜେଟ୍…
Read More...

ପାଣି ପାଇଁ ତରସୁଥିଲେ ଗ୍ରାମବାସୀ, ହ୍ୟାଣ୍ଡପମ୍ପ ଲଗାଇଲେ ସୋନୁ ସୁଦ୍‍

ମୁମ୍ବଇ: ବଲିଉଡ଼ ଅଭିନେତା ସୋନୁ ସୁଦ୍‍ ଅନେକ ଥର ପ୍ରମାଣ କରିଛନ୍ତି ଯେ ସେ ଜଣେ ଭଲ ଅଭିନେତା ସାଙ୍ଗକୁ ବହୁତ ଭଲ ମଣିଷ ମଧ୍ୟ। କରୋନା ଲକ୍‍ଡାଉନ୍‍ ସମୟରେ ସେ ଅନେକ ଅସହାୟଙ୍କୁ ସାହାଯ୍ୟ କରିଥିଲେ। ଲକ୍‍ଡାଉନ୍‍ ପରେ…
Read More...

ସୋନୁ ସୁଦ୍‍ଙ୍କ ନାମରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା, ନିଜେ ଉଦ୍‍ଘାଟନ କଲେ ଅଭିନେତା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶରେ ହୋଇଥିବା ଲକ୍‍ଡାଉନଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅସହାୟ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ କରିଆସୁଛନ୍ତି ଅଭିନେତା ସୋନୁ ସୁଦ୍‍। ତାଙ୍କର ଏହି ମହାନତା ଆଜି ତାଙ୍କୁ…
Read More...

ସୋନୁ ସୁଦ୍‌ଙ୍କ ନାମରେ ବିଏମସିର ଏତଲା, ହାଇକୋର୍ଟ ଗଲେ ଅଭିନେତା

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଲୋକଙ୍କ ପାଇଁ ବାସ୍ତବରେ ହିରୋ ପାଲଟିଯାଇଛନ୍ତି। କିନ୍ତୁ ଏହା ମଧ୍ୟରେ ବ୍ରିହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମସି) ପକ୍ଷରୁ ସୋନୁଙ୍କ ନାମରେ ଥାନାରେ ଏତଲା ଦିଆଯିବା ସହିତ…
Read More...

ଖ୍ରୀଷ୍ଟମାସରେ ପ୍ରଶଂସକଙ୍କ ଫୁଡ଼୍‍ ଷ୍ଟଲକୁ ସୋନୁଙ୍କ ଅଚାନକ ଗସ୍ତ: ନିଜେ କଲେ ରୋଷେଇ, ଭିଡିଓ ଭାଇରାଲ୍‍

ନୂଆଦିଲ୍ଲୀ: ପ୍ରଶଂସକଙ୍କ ଫୁଡ୍‍ ଷ୍ଟଲକୁ ଯାଇ ରୋଷେଇ କଲେ ଅଭିନେତା ସୋନୁ ସୁଦ୍‍। ଖ୍ରୀଷ୍ଟମାସ ଅବସରରେ ସମସ୍ତେ ପରିବାର ସହିତ ଉପଭୋଗ କରୁଥିବା ବେଳେ ଏହି ସମୟରେ ସୋନୁ ସୁଦ ଜଣେ ଅଭାବୀ ବ୍ୟକ୍ତିଙ୍କ ମୁହଁରେ ହସ…
Read More...

ଯୁବକଙ୍କୁ ନୂଆ ଜୀବନ ଦେଲେ ସୋନୁ ସୁଦ୍‍, ୧୨ ବର୍ଷ ପରେ ନିଜ ଗୋଡ଼ରେ ଠିଆ ହେବେ

ନୂଆଦିଲ୍ଲୀ: ନିଜର ମହାନତା ପାଇଁ ଲଗାତାର ଭାବେ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ସୋନୁ ସୁଦ୍‍। ପୁଣିଥରେ ତାଙ୍କ ମହାନପଣିଆ ପାଇଁ ଦୀର୍ଘ ୧୨ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ଜଣେ ଯୁବକଙ୍କ…
Read More...

ସାହାଯ୍ୟ ପାଇଁ ପୁଣି ଆଗେଇ ଆସିଲେ ସୋନୁ ସୁଦ୍‍; ୧୦ ବର୍ଷିୟ ଝିଅର କରାଇବେ ଅପରେସନ୍‍

ନୂଆଦିଲ୍ଲୀ: ପୁଣିଥରେ ନିଜ ମହାନତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ଼ ଅଭିନେତା ସୋନୁ ସୁଦ୍‍। କରୋନା କାଳରେ ଅନେକ ଲୋକଙ୍କୁ ସାହାଯ୍ୟ କରି ଲୋକଙ୍କ ପାଇଁ ଭଗବାନ ପାଲଟି ଯାଇଥିବା ସୋନୁ ଏବେ ଏକ ଶିଶୁର ଚିକିତ୍ସା ପାଇଁ…
Read More...