Browsing Tag

shutdown

ଅଗଷ୍ଟ ୧୦ ଯାଏ ଝାରସୁଗୁଡା ସାପ୍ତାହିକ ସଟଡ଼ାଉନ

ଝାରସୁଗୁଡ଼ା: ମହାମାରୀ ମୁକାବିଲା ପାଇଁ କଟକଣା ଯୁକ୍ତ ଅନଲକ ୨ ପରେ  ଶନିବାରଠାରୁ ଅନଲକ ୩ ଆରମ୍ଭ ହେଉଛି । ମାତ୍ର ଝାରସୁଗୁଡ଼ା  ଜିଲ୍ଲାରେ  ଜାରି ରହିିିଥିବା ସମସ୍ତ କଟକଣା ଅଗଷ୍ଟ ମାସ ୧୦ ତାରିଖ ଯାଏ ବଳବତ୍ତର ରହିବ…
Read More...

ମୁରିବାହାଲରେ ସଟଡାଉନ ଘୋଷଣା

ମୁରିବାହାଲ : ମୁରିବାହାଲ ଗ୍ରାମରେ ବୁଧବାର ଦିନ ହେବାକୁ ଥିବା ରଥଟଣା କାଯ୍ୟକ୍ରମକୁ ଆଖି ଆଗରେ ରଖି ତା.୨୪.୦୬.୨୦ ଦିନ ୧୨ ଘଣ୍ଟାରୁ ରାତ୍ର ୮ ଘଣ୍ଟା ସମୟ ପଯ୍ୟନ୍ତ ପଂଚାୟତର ସମସ୍ତ ଅଚଂଳକୁ ସଟଡାଉନ ଘୋଷଣା କରାଯାଇଛି।…
Read More...

ସଟଡାଉନ : ଖପ୍ରାଖୋଲ ସମ୍ପୂର୍ଣ୍ଣ ବନ୍ଦ

ଖପ୍ରାଖୋଲ : କରୋନା ମୁକାବିଲା ପାଇଁ ଦୀର୍ଘ ଅଢେଇ ମାସ ହେଲା ସରକାର ବିଭିନ୍ନ ପ୍ରକାର କଟକଣା ଜାରି ରଖିଛନ୍ତି। ତଥାପି ରାଜ୍ୟ ତଥା ବଲାଙ୍ଗିର ଜିଲ୍ଲା ରେ ସଂକ୍ରମଣ ବୃଦ୍ଧି ପାଉଛି। ଜୁନ ମାସରେ ଅଧିକ ସଂକ୍ରମଣ ହେବାର…
Read More...

ଅଦାବାହାଲ, ସୁର୍ଡା ସଟଡାଉନ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଂଚିଛି। ବ୍ଲକର ବିଭିନ୍ନ ସୀମାରେ ରହିଥିବା ସିଲୁଆଁ, ସୁର୍ଡା, ଅଦାବାହାଲ, କୁର୍ସୁଡରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ସୁର୍ଡା…
Read More...