Browsing Tag

shopian

ଜମ୍ମୁ କାଶ୍ମୀର: ଲଶ୍କର-ଏ-ତାଇବାର ୩ ଆତଙ୍କୀ ଗିରଫ, ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲାର କଲ୍ଲର ଅଞ୍ଚଳରୁ ଲଶ୍କର-ଏ-ତାଇବାର ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପୁଲିସ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରିଛି। ପୁଲିସର କହିବା…
Read More...

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲା ଲଶ୍କର ଆତଙ୍କୀ; ଏକେ ୪୭ ସମେତ ଅସ୍ତ୍ରଶସ୍ତ୍ର ଜବତ

ଶୋପିଆଁ: କାଶ୍ମୀର ଡିଭିଜନର ଶୋପିଆଁ ଜିଲାରେ ରବିବାର ସକାଳେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଜିଲ୍ଲାର ବସ୍କୁଚାନ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ପୁଲିସ କହିଛି। ଏଥିରେ ସୁରକ୍ଷା…
Read More...