ଉତ୍ତର ଭାରତରେ ପ୍ରବଳ ଶୀତ; ୟୁପିରେ ୨୪ ଘଣ୍ଟାରେ ୪୦ ମୃତ
ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଆଗାମୀ ଦୁଇ ଦିନରେ ଶୀତର ପ୍ରକୋପ ଆହୁରି ବଢିବ ବୋଲି ଜଣାପଡିଛି। ଦିଲ୍ଲୀ, ହରିୟାଣା, ୟୁପି ସମେତ ଉତ୍ତର ଭାରତରେ ହାଡଭଙ୍ଗା ଶୀତରୁ ତ୍ରାହି ମିଳିନାହିଁ।…
Read More...
Read More...