Browsing Tag

serum institute

ସେରମ ଇନଷ୍ଟିଚ୍ୟୁଟର ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ : ସରକାର ଦେବେ ୩୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସଂକ୍ରମଣକୁ ପ୍ରତିହତ କରିବାକୁ ଟିକା ଅନ୍ୟତମ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସେରମ ଇନଷ୍ଟିଚ୍ୟୁଟକୁ ୩୦୦୦ କୋଟି ଟଙ୍କା ଅନୁଦାନ…
Read More...

ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଗ୍ନିକାଣ୍ଡରେ ୫ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସଆଇଆଇ)ର ଟର୍ମିନାଲ-୧ରେ ଥିବା ନୂଆ ପ୍ଲାଣ୍ଟରେ ଗୁରୁବାର ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏନଡିଆରଏଫ ଏବଂ ୧୫ ଦମକଳ ଗାଡ଼ି…
Read More...

ଭାରତୀୟ ଟୀକା ‘‘କୋଭିସିଲ୍ଡ଼’ ପାଇଁ ବରାଦ ଦେଲେଣି ବିଶ୍ଵର ବିଭିନ୍ନ ଦେଶ

ଭାରତ ନିମନ୍ତେ ୫୦ କୋଟି ଟୀକା ଯୋଗାଇ ପାରିବ ସେରମ ଇନଷ୍ଟିଚ୍ୟୁଟ୍ ପ୍ରତି ମିନିଟରେ ଅନ୍ୟୂନ ୫୦୦ କୋବିଡ଼ ଟୀକା ପ୍ରସ୍ତୁତ କରିପାରିବ କମ୍ପାନୀ କରୋନା ସଂକ୍ରମଣ ସାରା ବିଶ୍ଵ ପାଇଁ ଚିନ୍ତାଜନକ ହୋଇଛି । ତେବେ ଏହା…
Read More...