Browsing Tag

selfie

ସେଲଫି ନେବା ବେଳେ ନୃସିଂହନାଥ କପିଳଧାରରୁ ତଳକୁ ଖସି ପଡି ୨ ଛାତ୍ର ମୃତ

ପାଇକମାଳ :  ପାଇକମାଳ ଥାନା ନୃସିଂହନାଥ କପିଳଧାର ଝରଣାରେ ସେଲଫି ନେବା ବେଳେ ଦୁଇ କଲେଜ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଜଣକର ମୃତ  ଦେହ ଉଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କର ପାଣିର ସ୍ରୋତ  ଓ ରାତି ହୋଇଯାଇଥିବାରୁ…
Read More...

ନଈ ମଝିରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ପାଣି; ୨ ଯୁବତୀଙ୍କୁ ଉଦ୍ଧାର କଲା ପୁଲିସ

ଭୋପାଳ: ମଝି ନଈରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ବନ୍ୟାଜଳ। ଚାହୁଁ ଚାହୁଁ ପାଣିରେ ଫସିଗଲେ ୨ ଯୁବତୀ। ଶେଷରେ ଖବର ପାଇ ପୁଲିସ ପହଞ୍ଚି ସମସ୍ତଙ୍କୁ ବିପଦ ମୁହଁରୁ ଉଦ୍ଧାର କଲା। କରୋନା ଭୂତାଣୁକୁ ନେଇ ଲକ୍‌ଡାଉନ…
Read More...

ସେଲ୍ଫି ହେଲା କାଳ ; ନଦୀରେ ବୁଡି ଚାଲିଗଲା ଜୀବନ

ଘଟଗାଁ : କଟକର ବୋଷ ଇଞ୍ଜିନିୟରିଂ କଲେଜରୁ ତିନି ଜଣ ସାଙ୍ଗ ଘଟଗାଁ ବୁଲି ଆସିଥିଲେ। ସେମାନେ ହେଲେ ବିଭୁ ପ୍ରସାଦ ବେହେରା, ବିଭୁ ପାଦାନନ୍ଦ ପ୍ରଧାନ ଏବଂ ବୈଲୋଚନ ସାମଲ । ଘଟଗାଁରୁ ଫେରିବା ବାଟରେ ଆନନ୍ଦପୁର ବ୍ୟାରେଜ୍…
Read More...