Browsing Tag

sea tide

ଚିଲିକାକୂଳ ତିନିଟି ଗାଁରେ ପଶିଲା ସମୁଦ୍ର ପାଣି; ବାତ୍ୟା ପ୍ରଭାବରେ ଭାଙ୍ଗିଲା ସୁରକ୍ଷା ପ୍ରାଚୀରର କିଛି ଅଂଶ

ପୁରୀ: ଅତି ଭୀଷଣ ବାତ୍ୟା ୟସ୍‍ ପ୍ରଭାବରେ ଅଶାନ୍ତ ହୋଇପଡିଛି ବଙ୍ଗୋପସାଗର। ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହିତ ତାହା କୂଳ ଲଂଘିବାରେ ଲାଗିଛି। ଏହାର ପ୍ରଭାବରେ ଚିଲିକା କୂଳରେ ଥିବା ସୁରକ୍ଷା ପ୍ରାଚୀରର କିଛି ଅଂଶ…
Read More...